Tag: Congress

Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ

ଆସନ୍ତାକାଲି ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ। ମୈଦାନରେ ଅଛନ୍ତି ୫ ଜଣ ପ୍ରାର୍ଥୀ। ଘୋଡା ବେପାର ଏବଂ କ୍ରସ ଭୋଟିଂ ମଧ୍ୟରେ ଆସନ୍ତାକାଲି ଭୋଟ୍ ଦେବେ ସବୁ ଦଳର ବିଧାୟକ । ତେବେ ଆସନ୍ତାକାଲିର ରାଜ୍ୟସଭା ନିର୍ବାଚନ ଲାଗି ୩ ଦଳ…

Rajya Sabha Election: କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ; ବେଙ୍ଗଲୁରୁ ଗଲେ ୯ ବିଧାୟକ

ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତ ଦଳରେ ସେତିକି ଭୟ ବଢ଼ୁଛି । ଏହାରି ମଧ୍ୟରେ କଂଗ୍ରେସର ୯ ଜଣ ବିଧାୟକ ପିସିସି ସଭାପତିଙ୍କ ସହିତ ରାଜ୍ୟ ବାହାରକୁ ପଳାଇ ଯାଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବିଧାୟକ…

Congress Issues Whip: ରାଜ୍ୟସଭା ନିର୍ବାଚନକୁ ନେଇ ହ୍ବିପ୍ ଜାରି କଲା କଂଗ୍ରେସ

ରାଜ୍ୟସଭା ପାଇଁ ରାଜନୀତି ସରଗରମ ହୋଇଛି । ଏହାରି ମଧ୍ୟରେ ବିଜେଡି ପରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ହ୍ବିପ୍ ଜାରି କଲା କଂଗ୍ରେସ। କଂଗ୍ରେସ ତାର ବିଧାୟକମାନଙ୍କୁ ଏକ ହ୍ୱିପ୍ ଜାରି କରିଛି। ସମସ୍ତ କଂଗ୍ରେସ ବିଧାୟକଙ୍କୁ ୧୩ ମାର୍ଚ୍ଚରୁ…

Satyabrata Patra Joins The Congress Party: କଂଗ୍ରେସରେ ପୁନଃ ଯୋଗ ଦେଲେ ନିମାପଡ଼ାର ବିଶିଷ୍ଟ ନେତା ସତ୍ୟବ୍ରତ ପାତ୍ର

କଂଗ୍ରେସକୁ ବାହୁଡ଼ିଲେ ରମୁ ପାତ୍ର । ନିମାପଡ଼ାର ବିଶିଷ୍ଟ ନେତା ସତ୍ୟବ୍ରତ ପାତ୍ରଙ୍କ କଂଗ୍ରେସରେ ପୁନଃ ଯୋଗଦାନ ଦେଇଛନ୍ତି ।କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ମହାମିଶ୍ରଣ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସ…

Naveen-Bhakta Together: ଭକ୍ତ-ନବୀନ ମିଳନ ପତନର କାରଣ: ପ୍ରସନ୍ନ ପାଟ୍ଟଶାଣୀ

ଭକ୍ତ-ନବୀନ ମିଳନ ପତନର କାରଣ ହେବ କହିଲେ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାୟ ଜିତିବେ। ଜଗନ୍ନାଥ ତାଙ୍କୁ ଜିତାଇବେ । ବିଜେପି ଦଳ ଠିକ୍ ଲୋକଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ…

Rajya Sabha Election: ରାଜ୍ୟସଭା ନିର୍ବାଚନ; ଦତ୍ତେଶ୍ଵର ହୋତାଙ୍କୁ ରମେଶ ଓ ସୋଫିଆ କରିବେ ସମର୍ଥନ : ରାମଚନ୍ଦ୍ର କାଡାମ୍

ରାଜ୍ୟସଭା ଚତୁର୍ଥ ଆସନ ନେଇ କଂଗ୍ରେସରେ ଫାଟ ଦେଖା ହେଉଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ‘କମନ୍ ପ୍ରାର୍ଥୀ’ ଭାବେ ଡାକ୍ତର ଦତ୍ତେଶ୍ଵର ହୋତାଙ୍କ ନାମ ଘୋଷଣା କରିବା ପରେ ଏହାକୁ ସମର୍ଥନ ଜଣାଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ।…

Congress Extends Support To Dr. Datteswar Hota: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସର ସମର୍ଥନ

କଂଗ୍ରେସ ପାର୍ଟି ଡା. ଦତ୍ତେଶ୍ୱର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ସମର୍ଥନ କରିବାର ଘୋଷଣା କରିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏହି…

Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଲା କଂଗ୍ରେସ

ରାଜ୍ୟସଭା ନିର୍ବାଚନ ପାଇଁ କସରତ ମଧ୍ୟରେ ନିର୍ବାଚନ ପାଇଁ ଫର୍ମ ନେଲା କଂଗ୍ରେସ। ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗୋ ଫର୍ମ ନେଇଥିବା ଜଣାପଡିଛି। ୩ ସେଟ୍ ଫର୍ମ କଂଗ୍ରେସ ନେଇଥିବା ସୂଚନା ମିଳିଛି। ଏହା ପରେ ସତ୍ୟଜିତ୍ ଗମାଙ୍ଗୋ କହିଛନ୍ତି ଏଆଇସିସି…

Odisha Assembly Adjourned Till 4 PM: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି

ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି ରହିବ ବୋଲି ଘୋଷଣା କରାଯାଇଛି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଲଗାତାର ହଟ୍ଟଗୋଳ ପାଇଁ ଏହି ମୁଲତବି ଘୋଷଣା କରାଯାଇଛି । ଶୂନ୍ୟକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସର ନାରାବାଜି ଲଗାତାର…

Rajya Sabha Elections: ରାଜ୍ୟସଭା ‘ଡିଲ୍’ରେ ମୁଣ୍ଡି ମାରିବାକୁ ଆସୁଛନ୍ତି ଶାହା !

ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହା ଆସୁଛନ୍ତି ୭ ତାରିଖ । ୯ ତାରିଖ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ମନେକରାଯାଉଛି ଯେ, ଶାହାଙ୍କର ଏହି ଗସ୍ତ ସମୟରେ ହିଁ…