Tag: CM Naveen Pattnaik

ରୋଗୀର ଜୀବନ ଆଗ ନା ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ?

କେନ୍ଦ୍ରାପଡା : ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହୋଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସମୟରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିଥିଲା । ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଉଦାର ହୃଦୟ ବିଷୟରେ ସମସ୍ତେ ଗୁଣଗାନ କରିଥିଲେ । ହେଲେ…

ପାଣ୍ଡିଆନଙ୍କ ପାଇଁ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା: ପ୍ରଦୀପ ପୁରୋହିତ

ପାଣ୍ଡିଆନଙ୍କୁ ପ୍ରଦୀପ ପୁରୋହିତଙ୍କ ବାଣ। ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା କହିଲେ ପ୍ରଦୀପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସାରା ଚାଲୁ ନାହିଁ, ଯାହା କରୁଛନ୍ତି ସବୁ ପାଣ୍ଡିଆନ କରୁଛନ୍ତି । ତାମିଲନାଡ଼ୁ ଭଳି ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି…

ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ଏହାରି ଭିତରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ଏରୋଡ୍ରମ ୟୁପି ସ୍କୁଲରେ ପହଞ୍ଚି ଭୋଟ୍ ଦେଇଛନ୍ତି ନବୀନ । ନିଜର ମତଦାନ ସାବ୍ୟସ୍ତ…

ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହିଲେ ନବୀନ

ଯେତେ ଘୋଡେଇଲେ ବି ଲୁଚୁନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା,ବାଉଳା ହେଉଛନ୍ତି ନବୀନ। ରାଇରଙ୍ଗପୁର ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ସମ୍ବୋଧନ କରିବା ବେଳେ କହିଲେ ପ୍ରଧାନମନ୍ତ୍ରୀ। ଭାଷଣ ଦେବାବେଳେ ନିଜ ବକ୍ତବ୍ୟରେ କହିଥିଲେ…

ମୁଁ ସୁସ୍ଥ, ରାଜ୍ୟ ସାରା ବୁଲୁଛି: ନବୀନ ପଟ୍ଟନାୟକ

ନିଜ ସ୍ବାସ୍ଥ୍ୟ ବିଷୟରେ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ବିରୋଧୀ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ । ମିଛ କହିବାର ଗୋଟିଏ ସୀମା ଥାଏ,…

ମୁଖ୍ୟମନ୍ତ୍ରୀଙ୍କ ମୁକ୍ତି ପାଇଁ ଡିଜିପିଙ୍କୁ ନିବେଦନ କଲା ବିଜେପି

ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲା ରାଜ୍ୟ ବିଜେପି। ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଅପିଲ କରିଛି ବିଜେପି।‘ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ…

ମୁଖ୍ୟମନ୍ତ୍ରୀଙ୍କ ପାଟିରୁ କେବେ ବି ‘ଚୋର’ ଶବ୍ଦ ବାହାରିବ ନାହିଁ : ସମୀର ମହାନ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଭିଡିଓ AI ବୋଲି ଆଜି ପୁଣି ସନ୍ଦେହ କରିଛି ବିଜେପି । ଗତ କାଲି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି…

ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବଡ ଦାୟିତ୍ବ ଦେଲା ବିଜେଡି

ବିଜେଡି ପ୍ରଥମିକ ସଦସ୍ୟ ପଦରୁ ବୁଧବାର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଇସ୍ତଫା ଦେବା ପରେ ଆଜି ବଡ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଶ୍ବିନୀ କୁମାର ପାତ୍ରଙ୍କୁ ରାଜ୍ୟ BJDର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ…

ସର୍ଟ ଭିଡିଓରେ ନବୀନ ବାବୁ କହୁଛନ୍ତି ନା AI : ସମୀର ମହାନ୍ତି

ଭୁବନେଶ୍ୱର : ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପିର ନେତାମାନେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡିଓର ସତ୍ୟତା…

ତାମିଲ କଣ୍ଢେଇନଚାଳି ନବୀନଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରୁଛି: ବୈଜୟନ୍ତ ପଣ୍ଡା

ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସଂପୃକ୍ତ…