ତାଜା ଖବର ରାଜ୍ୟ Vinaytosh Mishra to Retire on Nov 30: ଆସନ୍ତା ୩୦ ତାରିଖରେ ସରିବ ଓଡ଼ିଶା ଡିଜିପି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ November 19, 2026 Papirani ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୩୦ ତାରିଖରେ ଶେଷ ହେବାକୁ ଯାଉଛି। ସରକାରୀ ଚାକିରିରୁ ତାଙ୍କର ଅବସର ଗ୍ରହଣ ନେଇ ରାଜ୍ୟ ଗୃହ ବିଭାଗ…