Tag: BPPL

Anandapur Barrage Mismanagement: ବୈତରଣୀ ବନ୍ୟା; BPPL କୁ କାରଣ ଦର୍ଶାଅ ନୋଟିସ୍‌

ବୈତରଣୀ ନଦୀରେ ବାରମ୍ବାର ଆସୁଥିବା ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ “ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍” (BPPL) ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ​ଆନନ୍ଦପୁର ବ୍ୟାରେଜର ଗେଟ୍‌ଗୁଡ଼ିକୁ ମନମୁଖୀ ଓ ବେନିୟମ ଭାବେ ଖୋଲାଯାଉଥିବା ନେଇ…