Tag: BJP

BJP Revokes Suspension of Kharavela Swain: ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେପି

ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ଭାରତୀୟ ଜନତା ପାର୍ଟି । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ତାଙ୍କୁ ପୂର୍ବରୁ ଦଳରୁ ନିଲମ୍ବିତ କରାଯାଇଥିଲା ।…

Assembly Polls Results 2026: ବେଙ୍ଗଲ, ତାମିଲନାଡୁରେ କଡ଼ା ମୁକାବିଲା; ଆସାମରେ ବିଜେପି ଆଗୁଆ

ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳମ୍‌ ଓ ପୁଡୁଚେରୀ ଉପରେ ସାରା ଦେଶର ନଜର ରହିଥିବା ବେଳେ ପ୍ରାଥମିକ ସୂଚନା ଅନୁସାରେ ବିଜେପି ପଶ୍ଚିମବଙ୍ଗ ଓ ଆସାମରେ ଆଗୁଆ ଅଛି। ପଶ୍ଚିମବଙ୍ଗରେ ମୁକାବିଲା କଡ଼ା, କିନ୍ତୁ ଆସାମରେ ବିଜେପି ବହୁତ ଆଗରେ। ତାମିଲନାଡୁରେ…

AAP MPs’ Merger with BJP gets Approval: ବିଜେପିରେ ଆପ୍ ସାଂସଦଙ୍କ ମିଶ୍ରଣକୁ ମିଳିଲା ସ୍ୱୀକୃତି

ଭାରତୀୟ ଜନତା ପାର୍ଟିରେ ଆମ୍ ଆଦମୀ ପାର୍ଟିର ୭ ରାଜ୍ୟସଭା ସାଂସଦଙ୍କ ମିଶ୍ରଣକୁ ମିଳିଲା ବିଧିବଦ୍ଧ ସ୍ୱୀକୃତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ…

Jan Akrosh Women’s Protest March ରାଜ୍ୟର ସମସ୍ତ ମଣ୍ଡଳରେ ହେବ “ଜନ ଆକ୍ରୋଶ ମହିଳା ପଦଯାତ୍ରା”: ଅନିତା ଶୁଭଦର୍ଶିନୀ ପଟ୍ଟନାୟକ

ଆସନ୍ତାକାଲି ଭୁବନେଶ୍ୱରରେ ହେବାକୁ ଯାଉଛି ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା । ଏ ନେଇ ସୂଚନା ଦେଇଛନ୍ତି ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ । ସେ କହିଛନ୍ତି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱାଧୀନତାର ସାତ ଦଶନ୍ଧୀ ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ…

Odisha Govt Remains Clueless: କାମ କମ୍ କଥା ବେଶି

ନବୀନ ଦାସ: ଆଶ୍ଚର୍ଯ୍ୟ ଲାଗୁଛି ଆଉ ମାସକ ପରେ ଭାରତୀୟ ଜନତାପାର୍ଟି ସରକାରକୁ ଦୁଇବର୍ଷ ପୁରିଯିବ, କିନ୍ତୁ ଲୋକଙ୍କ ଭିତରେ ସେହି ଉଚ୍ଛାସ, ଆଗ୍ରହ ଏବଂ ଅପେକ୍ଷା ଆଉ ନାହିଁ । ଯେଉଁମାନେ ସରକାରରେ ଅଛନ୍ତି ସେମାନେ କଦାପି ତୃଣମୂଳର ବାସ୍ତବତାକୁ…

7 AAP MPs Merging With BJP: ୭ ଜଣ ଆପ ସାଂସଦ ବିଜେପିରେ ସାମିଲ

ଆଜି ଦିଲ୍ଲୀରେ ଏକ ବଡ଼ ରାଜନୈତିକ ବିସ୍ଫୋରଣ ଘଟିଛି। ଆପ୍ ଛାଡିଛନ୍ତି ସାଂସଦ ରାଘବ ଚଢା। ‘ଆମ୍ ଆଦ୍‌ମୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ, ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଶେଷରେ ଆପ୍ ରୁ ଇସ୍ତଫା ଦେଇଛନ୍ତି।…

Women’s Reservation Bill: ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବେ ମହିଳା 

ମହିଳା ସଂରକ୍ଷଣ ବିଲ୍ କାଟକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେପି ମହିଳାମୋର୍ଚ୍ଚା । ସେ କହିଛନ୍ତି ନାରୀଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ପାରିତ କରିବାରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀମାନେ ପ୍ରତିବନ୍ଧକ ସାଜିଥିଲେ । ସେମାନେ ଏହି ବିଲ୍ ବିରୋଧରେ…

Women Reservation Bill: ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ବିଜେପିର ବିଶାଳ “ଜନ ଆକ୍ରୋଶ ମହିଳା ସମାବେଶ”

ସଂସଦରେ ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇଲା ପରେ ରାଜ୍ୟ ବିଜେପିର ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ ଆଜି ଅନୁଷ୍ଠିତ ହୋଇଛି । ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ରାଜଧାନୀ…

Samrat Chaudhary New Bihar CM: ବିହାରର ନୂଆ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ

ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ । ସବୁ କଳ୍ପନା ଜଳ୍ପନା ପରେ ସମ୍ରାଟ ଚୌଧୁରୀଙ୍କ ନାରେ ମୋହର ବାଜିଛି । ବିଧାୟକ ଦଳ ବୈଠକରେ ସମ୍ରାଟ ନେତା ନିର୍ବାଚିତ ହୋଇଛନ୍ତି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ପ୍ରାୟ ନିଶ୍ଚିତ।…

Odisha BJP Announces New Team: ଘୋଷଣା ହେଲା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ

ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଦିନ ଓଡିଶାରେ ଏହାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ଏବଂ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ତାଲିକା ଘୋଷଣା କରିଛି, ଯେଉଁଥିରେ ରାଜ୍ୟ ସ୍ତରରେ ଦଳର ସାଂଗଠନିକ ଗଠନର ରୂପରେଖା ଦିଆଯାଇଛି। ୭୨ ଜଣ…