Tag: BJP

ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦମାନଙ୍କ ବିଭିନ୍ନ ସ୍ଥାନ ଗସ୍ତ

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଷୋମବାର ଆରମ୍ଭ ହେବାକୁ ଯାଉଛି । ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ…

ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ

ଭୁବନେଶ୍ୱର : ଓଡ଼ିଶାର ଲୋକ ଏଥର ଭ୍ରଷ୍ଟାଚାର, ଦୁନୀତିଗସ୍ତ ଶାସନର ସମାପ୍ତ କରି ବିଜେପିର ସରକାର ଗଠନ କରିବେ । ଦେଶର ୧୪୦କୋଟି ଲୋକ ଓ ଓଡ଼ିଶାରେ ସାଢ଼େ ୪କୋଟି ଜନତା “ଦେଶରେ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଆସନରେ…

ବିଜେଡିର ହାତବାରିସ ସାଜିଛନ୍ତି ନିର୍ଦ୍ଦିଷ୍ଟ ପୋଲିସ ଓ ସରକାରୀ କର୍ମଚାରୀ : ଗୋଲକ ମହାପାତ୍ର

ଭୁବନେଶ୍ୱର : ପୋଲିସର ଅପରଗତା କାରଣରୁ ଓଡ଼ିଶାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି । ବିଜେଡି ନିର୍ବାଚନ ହାରିବା ଭୟରେ ହତାଶ ହୋଇ ସରକାରୀ ଦଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ…

ନବୀନ ବାବୁ ଭଡାଟିଆଙ୍କୁ ନେତା କରୁଛନ୍ତି!

ଭୁବନେଶ୍ବର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡି ୯୦% ସିଟ୍‌ ଜିତିବ କହିଥିବା ବ୍ୟକ୍ତିଙ୍କୁ ‘ବାହାପିଆ’ କହି ଟାର୍ଗେଟ୍‌ କଲେ। ‘ଆମେ ଜିତିଲେ ମୋଦି ହେବେ ପ୍ରଧାନମନ୍ତ୍ରୀ, ତାଙ୍କ ପ୍ରଧାନମନ୍ତ୍ରୀ କିଏ’ ବୋଲି ମଧ୍ୟ ପ୍ରଶ୍ନ…

ଟିକେଟ ବୁକିଂ ସରିଛି, ଜୁନ ୪ ସନ୍ଧ୍ୟାରେ ପାଣ୍ଡିଆନ ଛାଡ଼ିବେ ଓଡ଼ିଶା

ଜୁନ ୪ ସନ୍ଧ୍ୟା ୭ ଟାରେ ବିମାନରେ ସବୁଦିନ ପାଇଁ ଓଡ଼ିଶା ଛାଡ଼ି ତାମିଲନାଡୁ ଯିବେ ବିଜେଡି ନେତା ଭିକେ ପାଣ୍ଡିଆନ। ରାତି ୮ ରେ ସେଠି ଓହ୍ଲାଇବେ, ସାଙ୍ଗରେ ବ୍ୟାଗ ମଧ୍ୟ ରହିବ। ପାଣ୍ଡିଆନ ଫ୍ଲାଇଟ୍ ଟିକେଟ ବୁକ୍ କରିବା…

ଚାନ୍ଦା ଆଦାୟ କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ: ହିମନ୍ତ ବିଶ୍ବଶର୍ମା

ଦିନକୁ ଦିନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରଜାନୀତି। ପ୍ରଚାର ସାଙ୍ଗକୁ ଦଳ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଓଡିଶାକୁ କେନ୍ଦ୍ରୀୟ ନେତା ଘନ ଘନ ଗସ୍ତ କରି ପ୍ରଚାର କରିବା ସହ ବିଭିନ୍ନ…

ବାଲେଶ୍ୱରରେ ବିଜେପିର ୫ ତୁଙ୍ଗ ନେତାଙ୍କ ରୋଡ୍ ସୋ

ବାଲେଶ୍ୱରରେ ବିଜେପିର ବଡ଼ ରଣନୀତି । ରାଜ୍ୟ ବିଜେପିର ୫ ତୁଙ୍ଗ ନେତା ଏକାଠି ହୋଇ ଶହ ଶହ ସମର୍ଥକଙ୍କ ହେଭିୱେଟ ବାଲେଶ୍ୱରରେ କରିଛନ୍ତି ବିଶାଳ ରୋଡ୍ ସୋ’ । ରାଜ୍ୟର ଏହି ଶୀର୍ଷ ନେତା ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ…

୨୧ ରେ ଓଡ଼ିଶାର ୪ଟି ସ୍ଥାନରେ ପ୍ରଚାର କରିବେ ଶାହ

ପୁଣି ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୧ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ୪ଟି ସ୍ଥାନରେ ଆୟୋଜିତ ଜନସଭାରେ ଯୋଗ ଦେବେ। ସେହିଦିନ ସକାଳେ ପ୍ରଥମେ ସମ୍ବଲପୁରରେ ସଭା କରିବେ।ସମ୍ବଲପୁର ପରେ କେନ୍ଦୁଝର ଓ ପର୍ଜଙ୍ଗ…

ରତ୍ନଭଣ୍ଡାର ଚାବି ହଜିଲା କେଉଁଠି ? : ଭର୍ତ୍ତୃହରି

ସରଗରମ ହେଉଛି ନିର୍ବାଚନ ପ୍ରଚାର। ଚଳିତ ବର୍ଷ ବିଜେପି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଆଧାର କରି ରଜ୍ୟ ସରକାରଙ୍କୁ ପ୍ରଶ୍ନ ତୀରରେ ଘାଇଲା କରିବାରେ ଲାଗିଛି। ଡୁପ୍ଲିକେଟ୍ ଚାବିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ…

ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହେଉଛି ପ୍ରଚାର

ଆସନ୍ତା ୨୦ ତାରିଖ ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବା ବେଳେ ଆଜି ଶେଷ ହେଉଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ୱେଟ୍ ନେତା ତଥା ଦଳର ଷ୍ଟାର ପ୍ରଚାରକଙ୍କୁ ଆଣି ୫ ସଂସଦୀୟ କ୍ଷେତ୍ର…