Tag: BJP ODISHA

ବିରାଟ ପଟୁଆରରେ ଆସି ନାମାଙ୍କନପତ୍ର ଦାଖଲ କଲେ ବ୍ରହ୍ମଗିରି ପ୍ରାର୍ଥୀ ଉପାସନା ମହାପାତ୍ର

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ତଥା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଶ୍ରୀମତୀ ଉପାସନା ମହାପାତ୍ର ବିରାଟ ପଟୁଆରରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ପ୍ରଥମଥର ବିଧାନସଭାରେ ପ୍ରାର୍ଥୀ ଭାବେ ତାଙ୍କ ବାପାଙ୍କ ଗଡ଼ରୁ ଲଢ଼ୁଛନ୍ତି ।…

ଓଡ଼ିଶାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ଆଜି ଓ କାଲି ସେ ଦୁଇଦିନ ଓଡ଼ିଶାରେ ରହିବେ । ଏବେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଜୟଶଙ୍କର। ଭୁବନେଶ୍ୱର ବିମାନବନ୍ଦରରେ ଜୟଶଙ୍କରଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତାଗଣ…

ଓଡିଶା ଗ୍ରସ୍ତରେ ଆସୁଛନ୍ତି ଆସନ୍ତାକାଲି ଜୟଶଙ୍କର ଓ ୫ ତାରିଖରେ ଜେପି ନଡ୍ଡା

ଭୁବନେଶ୍ୱର: କେନ୍ଦ୍ର ବିଦେଶ ମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ଏସ୍ ଜୟଶଙ୍କର କାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୪ ଓ ୫ ଦୁଇଦିନ ଭୁବନେଶ୍ୱର,କଟକ, ସମ୍ବଲପୁରର କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନ୍ୟପଟେ ୫ ଅପରାହ୍ନରେ…

ନୀଳଗିରି ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ

ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଗତକାଲି ବିଜେଡି ଛାଡିଥିବା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆକୁ ପ୍ରାର୍ଥୀ କରିଛି ବିଜେପି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ସନ୍ତୋଷଙ୍କ ନାମ ଘୋଷଣା କରିଛି। ଏହାକୁ ମିଶାଇ ବିଜେପି ସମସ୍ତ ୧୪୭…

ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ଜିନା ସାମଲ

ଅଭିନେତ୍ରୀ ଜିନା ସାମଲ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା । ଦଳରେ ଅବହେଳିତ ଅଭିଯୋଗ କରି ରାଜ୍ୟ ଉପସଭାପତିଙ୍କୁ ପଠାଇଥିଲେ ଇସ୍ତଫା…

ନାମାଙ୍କନ ଦାଖଲ କଲେ ଜୁଏଲ ଓରାମ

ନାମାଙ୍କନ ଦାଖଲ କଲେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେପିର ଭେଟରାନ ଆଦିବାସୀ ନେତା ଜୁଏଲ ଓରାମ । ତାଙ୍କ ସହ ଦଳର ବିଧାନସଭା ପ୍ରାର୍ଥୀ ସୁନ୍ଦରଗଡ଼ର କୁସୁମ ଟେଟେ, ତଳସରାର ଭବାନୀ ଭୋଇ ଓ ରାଜଗାଙ୍ଗପୁରର ନରସିଂହ ମିଞ୍ଜ ପ୍ରାର୍ଥୀପତ୍ର…

ଆଶିଷ ସିଂ ବିରୋଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତ ଓ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ପୋଲିସ ସେବା ଅଧିକାରୀ ଆଶିଷ ସିଂଙ୍କୁ କେନ୍ଦ୍ରୀୟ ରେଞ୍ଜ ଆଇଜି ପଦବୀରୁ ହଟାଇ ଦିଆଗଲା। ତଥାପି ତାଙ୍କ ଆଚରଣରେ ପରିବର୍ତ୍ତନ ପରିଲକ୍ଷିତ ହେଉ ନାହିଁ।…

ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି। ଏହି ସମୟରେ ତାଙ୍କ ସହ ଦଳୀୟ ବିଧାୟକ ପ୍ରାର୍ଥୀ ଏବଂ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି ଥିଲେ । ହଜାର ହଜାର ସମର୍ଥକଙ୍କ ସହ ସେ ଉପ…

ଓଡିଶା ଆସୁଛନ୍ତି ସାଉଥ ସୁପରଷ୍ଟାର ପୱନ କଲ୍ୟାଣ

ବ୍ରହ୍ମପୁର; ସାଉଥ ସିନେମା ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ପୱନ କଲ୍ୟାଣ ଓଡିଶା ଆସୁଛନ୍ତି । ସେ କୌଣସି ସିନେମାର ସୁଟିଙ୍ଗ କିମ୍ବା ଫିଲ୍ମ ପ୍ରମୋଶନ ପାଇଁ ଆସୁନାହାନ୍ତି । ଆସୁଛନ୍ତି ଭାରତୀୟ ଜନତା ପାର୍ଟିର ଏକ ନିର୍ବାଚନୀ ସଭାରେ ଯୋଗ…

ଭୁବନେଶ୍ୱର ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଜଣ ନାମାଙ୍କନ ଭରିଛନ୍ତି । ବିଜେପିର…