Tag: BJD

ପ୍ରଧାନମନ୍ତ୍ରୀ ରାଜ୍ୟକୁ ଆସିଲେ ଯଦି ପର୍ଯ୍ୟଟକ ତାହାଲେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କଲେ କଣ: ପ୍ରଦୀପ ପାଣିଗ୍ରାହୀ

ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହୁଥିବା ବିଜେଡିକୁ ଜବରଦସ୍ତ ଉତ୍ତର ଦେଇଛନ୍ତି ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ କହିଛନ୍ତି ମୋଦି ରାଜ୍ୟ ବୁଲିଲେ ଯଦି ପର୍ଯ୍ୟଟକ, ନବୀନ ଜିଲ୍ଲା ବୁଲିଲେ କ’ଣ ? ପ୍ରଧାନମନ୍ତ୍ରୀ ସାରା…

ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ’

ଦ୍ୱିତୀୟ ଥର ପାଇଁ ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ’ କରିଛନ୍ତି । ଭୁବନେଶ୍ୱର ରାଜରାସ୍ଥା ପାଲଟିଲା ଜନ ସମୁଦ୍ର। ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ନବୀନ ପଟ୍ଟନାୟକ ରାଜଧାନୀର ପଳାଶପଲ୍ଲୀରୁ…

ହିଞ୍ଜିଳି ଓ କଣ୍ଟାବାଞ୍ଜି ରେ ଆଜି ନବୀନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା

ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ୁଥିବା ହିଞ୍ଜିଳି ଓ କଣ୍ଟାବାଞ୍ଚି ଆସନରେ ବି ମତଦାନ ହେଉଛି। ଷଷ୍ଠ ଥର ବିଜେଡି ବିଜୟୀ ହୋଇ ରେକର୍ଡ଼ କରିବ ବୋଲି ଆଶାବାଦୀ ରହିଥିବା ବେଳେ ଦଳର…

ରତ୍ନଭଣ୍ଡାର ଚାବି ଯାଇ ତାମିଲନାଡୁରେ : ନରେନ୍ଦ୍ର ମୋଦି

କଟକ ନିର୍ବାଚନୀ ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନସଭାକୁ ସମ୍ବୋଧିତ କରିବା ସହ ବିଜେଡି ସରକାରଙ୍କ ଭବିଷ୍ୟତ ବାଣୀ କରିଛନ୍ତି ମୋଦୀ। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।ମୋଦୀ କହିଛନ୍ତି, କଟକ ଆଧୁନିକ ଶିକ୍ଷାର ନଗରୀ,…

ଗଞ୍ଜାମରେ ପୁଣି ବିଜେଡି କର୍ମୀଙ୍କ ଗୁଣ୍ଡାଗିରି : ୫ ବିଜେପି କର୍ମୀ ଆହତ

ଭଜ଼ଞ୍ଜନଗର : ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଭଜ଼ଞ୍ଜନଗର ପୋଲିସ ସୀମା ଅନ୍ତର୍ଗତ ବେତାର ଛକରେ କିଛି ବିଜେଡି କର୍ମୀ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଏହି ଆକ୍ରମଣରେ ୫ ରୁ ଅଧିକ ବିଜେପି କର୍ମୀ…

ବିଜେଡି ପାଇଁ ଶାଢ଼ୀ ବାଣ୍ଟି ବ୍ରହ୍ମଗିରିର ୩ ମହିଳା ନେତ୍ରୀ ପୁରୀ ସଦରରେ ଅଟକ

ବ୍ରହ୍ମଗିରି : ବାରମ୍ବାର ନିର୍ବାଚନ ଆଚରଣ ଆଇନ ଉଲଙ୍ଘନ କରୁଚି ବିଜୁ ଜନତା ଦଳ । ବ୍ରହ୍ମଗିରି ବିଜୁ ଜନତାଦଳର କିଛି ନାରୀନେତ୍ରୀ ମାନେ ମିଶନ ଶକ୍ତିର ମହିଳା ମାନଙ୍କୁ ଭୋଟ ଦେବା ପାଇଁ ଲୋଭ ଦେଖାଇ ଶାଢ଼ୀ ବାଣ୍ଟିଛନ୍ତି ।…

ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ

ବିଜେଡ଼ିରୁ ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ପରେ ପଦ୍ମ ଧରିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସମୀର ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ…

ବିଜେଡି ଛାଡିଲେ ସମୀର

ନିମାପଡ଼ାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଯାହା ଅନୁମାନ କରାଯାଉଥିଲା ଆଜି ସେଇଆ ହେଲା ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ।ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ…

ନବୀନ ବାବୁ ଭଡାଟିଆଙ୍କୁ ନେତା କରୁଛନ୍ତି!

ଭୁବନେଶ୍ବର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡି ୯୦% ସିଟ୍‌ ଜିତିବ କହିଥିବା ବ୍ୟକ୍ତିଙ୍କୁ ‘ବାହାପିଆ’ କହି ଟାର୍ଗେଟ୍‌ କଲେ। ‘ଆମେ ଜିତିଲେ ମୋଦି ହେବେ ପ୍ରଧାନମନ୍ତ୍ରୀ, ତାଙ୍କ ପ୍ରଧାନମନ୍ତ୍ରୀ କିଏ’ ବୋଲି ମଧ୍ୟ ପ୍ରଶ୍ନ…

ଟିକେଟ ବୁକିଂ ସରିଛି, ଜୁନ ୪ ସନ୍ଧ୍ୟାରେ ପାଣ୍ଡିଆନ ଛାଡ଼ିବେ ଓଡ଼ିଶା

ଜୁନ ୪ ସନ୍ଧ୍ୟା ୭ ଟାରେ ବିମାନରେ ସବୁଦିନ ପାଇଁ ଓଡ଼ିଶା ଛାଡ଼ି ତାମିଲନାଡୁ ଯିବେ ବିଜେଡି ନେତା ଭିକେ ପାଣ୍ଡିଆନ। ରାତି ୮ ରେ ସେଠି ଓହ୍ଲାଇବେ, ସାଙ୍ଗରେ ବ୍ୟାଗ ମଧ୍ୟ ରହିବ। ପାଣ୍ଡିଆନ ଫ୍ଲାଇଟ୍ ଟିକେଟ ବୁକ୍ କରିବା…