Tag: Bihar

Shitala Temple Stampede: ବିହାରର ଶୀତଳା ଦେବୀ ମନ୍ଦିରରେ ଦଳାଚକଟା; ୮ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ

ବିହାର ନାଳନ୍ଦା ଜିଲ୍ଲା ଶୀତଳା ଦେବୀ ମନ୍ଦିରରେ ଦଳାଚକଟା । ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ପୂଜା ବେଳେ ବହୁ ସଂଖ୍ୟକ ଲୋକ ଏକାଠି ହେବାରୁ ଅଘଟଣ ଘଟିଛି।…

Nitish Kumar Oath Ceremony: ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର

ବିହାରରେ ଆଜିଠୁ ପୁଣି ନୀତୀଶ ଯୁଗ ଆରମ୍ଭ । ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଜନତା ଦଳ ୟୁନାଇଟେଡ୍ ନେତା ନୀତୀଶ କୁମାର । ଗୁରୁବାର ପାଟନାସ୍ଥିତ ଗାନ୍ଧୀ ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ନୀତୀଶ କୁମାର ଶପଥ…

Nitish Kumar: ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନୀତୀଶ କୁମାର

ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନୀତୀଶ କୁମାର । ବିହାର ଜେଡିୟୁ ଦଳ ଶେଷରେ ନୀତୀଶ କୁମାରଙ୍କ ନାମରେ ବିଧିବଦ୍ଧଭାବେ ମୋହର ମାରିଛି । ଆଜି ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ ନେତା ନିର୍ବାଚିତ ହୋଇଛନ୍ତି…

Bihar CM: ଆସନ୍ତା ୨୦ରେ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର

ଆସନ୍ତା ୨୦ ତାରିଖ ଗୁରୁବାର ବିହାରରେ ନୂଆ ସରକାର । ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଗୁରୁବାର ୧୧ଟାରୁ ୧୨ଟା ମଧ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରଖାଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ…

Bihar Counting Day: ବହୁମତଠାରୁ ବହୁ ଆଗରେ ଏନଡିଏ

ବିହାର ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ଏକଜିଟ୍ ପୋଲରେ କରାଯାଇଥିବା ପୂର୍ବାନୁମାନଠୁ ଢେର ଅଧିକ ସିଟ୍ ଏନଡିଏ ଜିତୁଥିବା ବର୍ତ୍ତମାନର ଟ୍ରେଣ୍ଡରୁ ଦେଖିବାକୁ ମିଳିଛି । ଗତ ପ୍ରଦର୍ଶନଠୁ ଆହୁରି ନିରାଶଜନକ ପ୍ରଦର୍ଶନ କରିଛି ମହାମେଣ୍ଟ । ବିହାରରେ ମ୍ୟାଜିକ୍‌ ନମ୍ବରରୁ…

Bihar Counting Day: ବିହାରରେ NDAକୁ ବଡ଼ ସଫଳତା : ସକାଳ ୧୧ଟା ସୁଦ୍ଧା ବହୁ ଆଗରେ NDA

ବିହାର ବିଧାନସଭାର ୨୪୩ ଆସନ ପାଇଁ ଭୋଟ ଗଣତି ଚାଲିଛି ଏବଂ ପ୍ରାରମ୍ଭିକ ଟ୍ରେଣ୍ଡରେ ଏନ୍‌ଡିଏ ସାମଗ୍ରିକ ଭାବରେ ଆଗୁଆ ଅଛି। ସଂଖ୍ୟାଗରିଷ୍ଠତା ଟପି ୧୬୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ । ପଛରେ ପଡ଼ିଛି ମହାଗଠବନ୍ଧନ । ୮୦ରୁ କମ୍ ଆସନ…

ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରର ନିର୍ବାଚନ ପ୍ରଭାରୀ ଦାୟିତ୍ବ

ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି । ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ । ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଇଲେକ୍ସନ୍‌ ଇନଚାର୍ଜ ଦାୟିତ୍ବ ଦିଆଯାଇଛି ଓ ମୁରଲୀଧର ମୋହୋଲ ନିର୍ବାଚନ ସହ-ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ପୂର୍ବରୁ…

ଆଜିଠାରୁ ଆରମ୍ଭ ହେଲା ହକି ଏସିଆ କପ୍

ଆଜିଠାରୁ ବିହାରରେ ବହୁ ପ୍ରତୀକ୍ଷିତ ଏସିଆ କପ୍ ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ମ୍ୟାଚ୍ । ଏସିଆ ମହାଦେଶର ମୋଟ ୮ଟି ଦେଶର ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି…

ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; କଲେ ଅନେକ ପ୍ରକଳ୍ପର ଉଦଘାଟନ

ବିହାରରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ସ୍ବାଗତ ପାଇଁ ବ୍ୟାପକ ଆୟୋଜନ ସହିତ ତାଙ୍କ ବର୍ଷିଲା ଫୁଲ ବର୍ଷା କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ଚମ୍ପାରଣ ଜିଲ୍ଲାର ମୋତିହାରୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ଏବଂ ୭୦୦୦…

ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବା ଅଭିଯୋଗରେ ମହାମେଣ୍ଟର ବିକ୍ଷୋଭ ପ୍ରଦର୍ଶନ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବା ଅଭିଯୋଗ କରି ପାଟନାରେ ମହାମେଣ୍ଟ ବିକ୍ଷୋଭ ପ୍ରଦର୍ଶନ କରିଛି । ଜାତୀୟ ସଙ୍ଗୀତକୁ ଅପମାନ ଅଭିଯୋଗରେ ନୀତୀଶ କୁମାର କ୍ଷମା ମାଗନ୍ତୁ ବୋଲି ମହାମେଣ୍ଟ ଦାବି କରିଛି । ୨୦…