ତାଜା ଖବର ରାଜ୍ୟ Flood Crisis: ଗଞ୍ଜାମ ଓ ଗଜପତି ବନ୍ୟା-ଭୂସ୍ଖଳନ ଦୁର୍ଦ୍ଦଶାକୁ ନେଇ ବିଜେପି ସରକାରଙ୍କୁ ଭକ୍ତ ଚରଣ ଦାସଙ୍କ ତୀବ୍ର ସମାଲୋଚନା October 31, 2026 Nirvay ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୟାବହ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ପାଇଁ ବିଜେପି ସରକାରଙ୍କ ଚରମ ଅବହେଳା, ଅପାରଗତା ଓ ଦାୟିତ୍ୱହୀନ ଆଭିମୁଖ୍ୟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ତୀବ୍ର…
ତାଜା ଖବର ରାଜନୀତି ରାଜ୍ୟ Kotia Border Dispute: କୋଟିଆ ପାଇଁ ସ୍ୱତନ୍ତ୍ର ବିକାଶ ବୋର୍ଡ ଏବଂ ପ୍ୟାକେଜ ଘୋଷଣା କରିବାକୁ ଦାବି କଲା କଂଗ୍ରେସ October 29, 2026 Papirani କୋଟିଆକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି ଯେ, ସରକାରୀ ସୁବିଧା-ସୁଯୋଗ ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ…
ତାଜା ଖବର ରାଜନୀତି ରାଜ୍ୟ Congress Targets Govt Over Kotia Row: କୋଟିଆରେ ପିସିସି ସଭାପତି ଭକ୍ତ ଦାସ: ଓଡ଼ିଶା ସରକାରଙ୍କ ଅବହେଳାକୁ ନେଇ କଡ଼ା ସମାଲୋଚନା October 27, 2026 Papirani ଓଡ଼ିଶାର ସୀମାନ୍ତ ଅଞ୍ଚଳ କୋଟିଆରେ କ୍ରମାଗତ ଅବହେଳା ଏବଂ ପ୍ରଶାସନିକ ବାଦବିବାଦ କାରଣରୁ ଆଜି ଏଭଳି ଏକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପିସିସି ସଭାପତି ଶକ୍ତି ଚରଣ ଦାସ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ସିଧାସଳଖ ରାଜ୍ୟର…
ତାଜା ଖବର ରାଜନୀତି ରାଜ୍ୟ Law and Order Collapses in Odisha: ଓଡ଼ିଶାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ଉପରେ ଏନ୍ସିଆଇବି ଚିନ୍ତା ପ୍ରକଟ; ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ଭକ୍ତ ଦାସ October 27, 2026 Papirani ଓଡ଼ିଶାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏନ୍ସିଆଇବି ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟରେ ଏକ ବଡ଼ଧରଣର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ନ୍ୟାସନାଲ୍ କ୍ରାଇମ୍ ଇନଭେଷ୍ଟିଗେସନ୍ ବ୍ୟୁରୋ ରାଜ୍ୟରେ ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଊଠାଇବା ପରେ…
ତାଜା ଖବର ରାଜନୀତି ରାଜ୍ୟ Congress Welcomes Odisha Governor Brajmohan Ram: ରାଜ୍ୟପାଳ ବିବାଦୀୟ ମନ୍ତବ୍ୟକୁ ଝାଡ଼ଖଣ୍ଡରେ ଛାଡ଼ି ଆସିଥିବେ ବୋଲି ଆଶା: ଭକ୍ତ ଦାସ October 18, 2026 Papirani ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିବା ବ୍ରଜମୋହନ ରାମଙ୍କୁ କଂଗ୍ରେସ ନେତା ଭକ୍ତ ଚରଣ ଦାସ ସ୍ୱାଗତ ଜଣାଇବା ସହ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରବିବାର ବ୍ରଜମୋହନ ରାମ ଓଡ଼ିଶାର ୨୮ତମ ରାଜ୍ୟପାଳ ଭାବେ ଶପଥ…
ତାଜା ଖବର ରାଜ୍ୟ Kotia Border Dispute: କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ: ନିର୍ବାଚନ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରିବାକୁ ଓଡ଼ିଶା ସରକାରଙ୍କୁ କଂଗ୍ରେସର ଦାବି October 16, 2026 Papirani ସୀମାନ୍ତ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦାଦାଗିରି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ଘଟଣାକୁ ନେଇ ରାଜ୍ୟ ରାଜନୀତି ଗରମ ହୋଇଉଠିଛି ।କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଘଟଣାକୁ ଓଡ଼ିଶା…
ତାଜା ଖବର ରାଜନୀତି ରାଜ୍ୟ Odisha Bandh on Oct 8: ଅକ୍ଟୋବର ୮ ଶାନ୍ତିପୂର୍ଣ ବନ୍ଦକୁ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଭକ୍ତ ଦାସଙ୍କ ନିବେଦନ September 30, 2026 Papirani କଂଗ୍ରେସ ଭବନଠାରେ ଇଣ୍ଡିଆ ମେଣ୍ଟର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ସରିବା ପରେ ମେଣ୍ଟ ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତ୍ତି ପ୍ରଦାନ କରିଥିଲେ । ସଭାପତି ଭକ୍ତ ଦାସ…
ତାଜା ଖବର ରାଜନୀତି ରାଜ୍ୟ MMDR Bill Controversy: ଆସନ୍ତା ୮ ତାରିଖରେ ଲୋୟର ପିଏମଜିରେ ଅନୁଷ୍ଠିତ ହେବ ଇଣ୍ଡିଆ ମେଣ୍ଟର ବିଶାଳ କନଭେନସନ September 6, 2026 Papirani କଂଗ୍ରେସ ଭବନଠାରେ ଏମଏମଆରଡି ବିଲକୁ ନେଇ ଆଗାମୀ ପ୍ରତିବାଦ କାର୍ଯ୍ୟକ୍ରମ ବିଷୟରେ ଓପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ମେଣ୍ଟର ସହଯୋଗୀ ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଆଲୋଚନା ପରେ ଗଣମାଧ୍ୟମକୁ ମେଣ୍ଟର ସହଯୋଗୀଙ୍କ ସହ ଓପିସିସି…
ତାଜା ଖବର ରାଜନୀତି ରାଜ୍ୟ Student Congress Protest: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ବିଶାଳ ବିକ୍ଷୋଭ August 2, 2026 Papirani ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଅଭିଯୋଗ କରି ଓଡ଼ିଶା ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରର ଲୋୟର ପିଏମଜି ଛକଠାରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଛାତ୍ର ସଂଗଠନ ପକ୍ଷରୁ…
ତାଜା ଖବର ରାଜନୀତି ରାଜ୍ୟ Congress Demands Odisha Education Minister’s Resignation: ଆଗାମୀ ୭ ଦିନରେ ଶିକ୍ଷାମନ୍ତ୍ରୀ ଇସ୍ତଫା ନଦେଲେ, ଓଡ଼ିଶା ବନ୍ଦ: ଭକ୍ତ ଦାସ July 26, 2026 Papirani ଆଜି ସାମ୍ବାଦିକ ମାନଙ୍କୁ ବିବୃତ୍ତି ଦେଇ ଓପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ ରୋକଠୋକ କହିଛନ୍ତି ଯେ, ଯଦି ଆଗାମୀ ୭ ଦିନ ମଧ୍ୟରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବେ ନାହିଁ ତେବେ କଂଗ୍ରେସ ଓଡିଶା ବନ୍ଦ କରିବ…