ତାଜା ଖବର ରାଜ୍ୟ One Devotee Dies Due to Breathlessness During Puri Bahuda Jatra July 24, 2026 Nirvay A 57-year-old devotee died after collapsing near the chariot during the Bahuda Jatra in Puri. The deceased has been identified as Abhiram Das from Cuttack. According to reports, he suddenly…
ତାଜା ଖବର ରାଜ୍ୟ କାଲି ବିଳମ୍ବିତ ରାତିରେ ନିଳାଦ୍ରୀ ବିଜେ କଲେ ବିଶ୍ଵନିୟନ୍ତା July 20, 2024 Papirani କାଲି ବିଳମ୍ବିତ ରାତ୍ରୀରେ ଶ୍ରୀମନ୍ଦିରର ରତ୍ନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ପୁର୍ନବାର ନୀଳକନ୍ଦରକୁ ବିଜେ କରିଛନ୍ତି ତିନି ଠାକୁର । ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଣ୍ଡି ହୋଇଥିଲା । ଆଜିଠାରୁ ଶ୍ରୀମନ୍ଦିରରୁ ନୀଳାଚଳ…
ତାଜା ଖବର ରାଜ୍ୟ ଆଜି ଚତୁର୍ଦ୍ଧାବିଗ୍ରହଙ୍କ ନୀଳାଦ୍ରି ବିଜେ July 19, 2024 Papirani ଆସନ୍ତାକାଲିଠାରୁ ପୁଣି ରତ୍ନସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେବେ ଠାକୁର। ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଶେଷ ହେବା ସହିତ ସରିଲା ମହାପ୍ରଭୁଙ୍କ ୧୨ ଦିନିଆ ଜନ୍ମବେଦୀ ଲୀଳା । ଆଜି ଚତୁର୍ଦ୍ଧାବିଗ୍ରହଙ୍କ ନୀଳାଦ୍ରି ବିଜେ । ରଥ ଉପରେ ଥିବା…
ତାଜା ଖବର ରାଜ୍ୟ ରଥରେ ଅଣସେବାୟତ ଚଢ଼ିବା ଘଟଣାରେ ପ୍ରତିକ୍ରିୟା ଦେଲେ ମୁଖ୍ୟ ପ୍ରଶାସକ July 15, 2024 Papirani ରଥରେ ଅଣସେବାୟତ ଚଢ଼ିବା ଘଟଣାରେ ପ୍ରତିକ୍ରିୟା ଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମୁଖ୍ୟ ପ୍ରଶାସକ କହିଛନ୍ତି, ରଥରେ ଅଣସେବାୟତ ଦେଖି ତୁରନ୍ତ ତଳକୁ ଓହ୍ଲାଇଦେଲି । ସମ୍ପୃକ୍ତ ବ୍ୟକ୍ତି କିଏ ଓ କାହିଁକି ରଥ ଉପରେ ଚଢ଼ିଥିଲେ ତଦନ୍ତ ହେବ…
ବ୍ୟବସାୟ ଆରମ୍ଭ ହେଲା ରଥଟଣା July 15, 2024 Nirvay ଆଜି ଶ୍ରୀବିଗ୍ରହଙ୍କ ପବିତ୍ର ବାହୁଡ଼ା ଯାତ୍ରା। ୯ ଦିନ ମାଉସୀ ଘରେ ରହି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହେବା ପରେ ଏବେ ଆରମ୍ଭ ହୋଇଛି ରଥଟଣା। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ହୋଇଛି। ଘଣ୍ଟଘଣ୍ଟା,…
ରାଜ୍ୟ ନନ୍ଦିଘୋଷ ରଥରେ ଛେରାପହଁରା July 15, 2024 Nirvay ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ଛେରାପହଁରା ଆରମ୍ଭ ହୋଇଛି । ଛେରାପହଁରା କଲେ ଗଜପତି ମହାରାଜା । ତାଳଧ୍ୱଜ ରଥ ପରେ ନନ୍ଦିଘୋଷରେ ଛେରାପହଁରା । କିଛି ସମୟରେ ଆରମ୍ଭ ହେବ ରଥଟଣା ।
ରାଜ୍ୟ ଘଟଣାର ପୁନରାବୃତ୍ତି: ପୁଣି ରଥରେ ଚଢ଼ିଲେ ଅଣସେବାୟତ July 15, 2024 Nirvay ଶ୍ରୀଗୁଣ୍ଡିଚାରେ ରଥରେ ଦୁଇ ଅନଧିକୃତ ବ୍ୟକ୍ତି ଚଢି ଥିବାବେଳେ ବାହୁଡ଼ାରେ ଏହି ଘଟଣାର ପୁନରାବୃତ୍ତି ହୋଇଛି। ରଥରେ ପୁଣି ୨ ଜଣ ଅଣସେବାୟତ ଚଢିଥିବା ଜଣାପଡିଛି। ସେବାୟତ ବେଶରେ ଦର୍ପଦଳନ ରଥରେ ଚଢ଼ିଥିଲେ ଅଣସେବକ। ରଥରୁ ଓଲ୍ହାଇଲା ପ୍ରଶାସନ, କାର୍ଯ୍ୟାନୁଷ୍ଠାନ ହୋଇପାରେ।…
ରାଜ୍ୟ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ July 15, 2024 Nirvay ବଡ ଭାଇ ଓ ଭଉଣୀ ଆସିବା ପରେ ପଛରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ। ଲୋକାରଣ୍ୟ ଶରଧା ବାଲି। ହରିବୋଲ, ହୁଳହୁଳୀରେ କମ୍ପୁଛି ଶ୍ରୀକ୍ଷେତ୍ର। ଭାବବିହ୍ୱଳ ହୋଇଛନ୍ତି ଭକ୍ତ। ସବୁଠି ଶୁଭୁଚି ଯେ ଜଗନ୍ନାଥ ଧ୍ୱନି।
ରାଜ୍ୟ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ସରିଲା July 15, 2024 Nirvay ଚକ୍ରରାଜ ସୁଦର୍ଶନଙ୍କ ପରେ ରଥରେ ବିରାଜିଥିଲେ ବଡ଼ ଠାକୁର ଶ୍ରୀ ବଳଭଦ୍ର । ଧାଡ଼ି ପହଣ୍ଡିରେ ଆସି ତାଳଧ୍ବଜରେ ବିରାଜିଲେ ବଡ଼ ଠାକୁର। ପଛରେ ଶୂନ୍ୟ ପହଣ୍ଡିରେ ଆସିଥିଲେ ହଳଦୀମୁହିଁ ଦେବୀ ସୁଭଦ୍ରା। ଘଣ୍ଟ ଘଣ୍ଟା ବାଦ୍ୟରେ କମ୍ପୁଛି ଶରଧା ବାଲି।
ତାଜା ଖବର ରାଜ୍ୟ ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ July 15, 2024 Papirani ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ । ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଭାଇ ଭଉଣୀଙ୍କୁ ସାଥୀରେ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ…