Tag: Ashwini Vaishnaw

GOBARdhan Scheme: ୨୩,୭୩୧ କୋଟି ଟଙ୍କାର ଗୋବର୍ଦ୍ଧନ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି; ବଦଳିବ ଦେଶର ଜୈବଶକ୍ତି କ୍ଷେତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ୨୩,୭୩୧ କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ଜାତୀୟ ଚକ୍ରୀୟ ଜୈବଶକ୍ତି ଯୋଜନା- ଗୋବର୍ଦ୍ଧନକୁ ଅନୁମୋଦନ କରିଛନ୍ତି। ଗୋବର୍ଦ୍ଧନ ପ୍ରକଳ୍ପ ଦେଶର ସ୍ଵଚ୍ଛ ଶକ୍ତି ପରିବର୍ତ୍ତନ ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ।…

Odisha CM Meets Union Ministers in Delhi: ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ଓ ରେଳମନ୍ତ୍ରୀଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟର ପ୍ରଗତି, ଆଇନଶୃଙ୍ଖଳା ଏବଂ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଏହି ବୈଠକଗୁଡ଼ିକ…

केमिकल सेक्टर के लिए कैबिनेट का बड़ा फैसला; 3 केमिकल पार्क को मिली मंजूरी

केंद्रीय कैबिनेट ने भारत के केमिकल मैन्युफैक्चरिंग सेक्टर को बढ़ावा देने के लिए एक महत्वाकांक्षी केमिकल प्लान को मंज़ूरी दी है। केंद्रीय मंत्री अश्विनी वैष्णव ने यह जानकारी दी ।…

Puri-Koraput Express Train: ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ର, ପୁରୀ-କୋରାପୁଟ-ପୁରୀ ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ

ପୁରୀ ରେଳ ଷ୍ଟେସନଠାରେ ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନର ଶୁଭାରମ୍ଭ ହୋଇଛି । ପୁରୀ ରେଳ ଷ୍ଟେସନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ…

Odisha inks Semiconductor MoU with Intel, 3DGS: ଓଡ଼ିଶା ସରକାର, ଇଣ୍ଟେଲ୍ ଓ ୩ଡିଜିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ଓଡ଼ିଶାରେ ଏକ ଉନ୍ନତ ପ୍ୟାକେଜିଂ ଗ୍ଲାସ୍ କୋର୍ ସବଷ୍ଟ୍ରେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଲାଗି ଓଡ଼ିଶା ସରକାର, ଇଣ୍ଟେଲ୍ କର୍ପୋରେସନ୍ ଏବଂ ୩ଡିଜିଏସ୍, ୟୁଏସଏ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପ…

3DGS Semiconductor Project in Odisha: ଓଡ଼ିଶାରେ ସେମିକଣ୍ଡକ୍ଟର ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି କ୍ରମରେ ଆସନ୍ତାକାଲି ଓଡ଼ିଶାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି । ଆସନ୍ତାକାଲି ଭୁବନେଶ୍ୱର ଇନଫୋଭ୍ୟାଲି-୨ ଠାରେ ହେଟ୍ରେଜେନସ୍‌ ଇଣ୍ଟିଗ୍ରେସନ୍‌ ପ୍ୟାକେଜିଂ…

Sasmit Patra’s Letter to Railway Minister: ଦକ୍ଷିଣ ଓଡ଼ିଶାରେ ରେଳ ବିକାଶ ପାଇଁ ରେଳ ମନ୍ତ୍ରୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର। ଦୀର୍ଘକାଳୀନ ଭିତ୍ତିଭୂମି ସମସ୍ୟାକୁ ଉଜାଗର କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଦକ୍ଷିଣ ଓଡ଼ିଶାରେ ରେଳ ବିକାଶ ପାଇଁ ତୁରନ୍ତ ହସ୍ତକ୍ଷେପ…