Tag: #andhrapolic#accident

ୟୁରିଆ ଅଖାରୁ ମିଳିଲା କୋଟି କୋଟି ଟଙ୍କା

ଆନ୍ଧ୍ରପ୍ରେଦଶ : ଆଜି ଆନ୍ଧ୍ରପ୍ରେଦଶର ନଲ୍ଲାଜର୍ଲା ମଣ୍ଡଳ ଅନ୍ତର୍ଗତ ଅନନ୍ତପାଲ୍ଲି ରାସ୍ତାରେ ଏକ ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରକ ସହିତ ଟାଟା ଏସି ଧକ୍କା ହେବା ଫଳରେ ଦୁର୍ଘଟଣା ଘଟି ଟାଟା ଏସିଟି ରାସ୍ତାର ଏକ ପାର୍ଶ୍ୱକୁ ଓଲଟି ପଡିଥିଲା…