ତାଜା ଖବର ରାଜ୍ୟ Anandapur Barrage Mismanagement: ବୈତରଣୀ ବନ୍ୟା; BPPL କୁ କାରଣ ଦର୍ଶାଅ ନୋଟିସ୍ August 20, 2026 Papirani ବୈତରଣୀ ନଦୀରେ ବାରମ୍ବାର ଆସୁଥିବା ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ “ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍” (BPPL) ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆନନ୍ଦପୁର ବ୍ୟାରେଜର ଗେଟ୍ଗୁଡ଼ିକୁ ମନମୁଖୀ ଓ ବେନିୟମ ଭାବେ ଖୋଲାଯାଉଥିବା ନେଇ…