Tag: ABADHA Scheme

Puri ABADHA Scheme: ଅବଢ଼ା ଯୋଜନା ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ୬୫୮.୦୩ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ପୁରୀର ସାର୍ବାଙ୍ଗୀନ ବିକାଶ ଓ ଆଧୁନିକୀକରଣ କ୍ଷେତ୍ରରେ ଏକ ନୂତନ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିହୋଇଛି। ପ୍ରସିଦ୍ଧ ଅବଢ଼ା ଯୋଜନା ଅଧୀନରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଆଜି ରାଜ୍ୟ ସରକାର କୋଟି କୋଟି ଟଙ୍କାର…