Tag: +2 Ex-Regular Exam

Plus Two Exam 2027: ଯୁକ୍ତ ଦୁଇ ଏକ୍ସ-ରେଗୁଲାର ଫର୍ମ ଫିଲପ୍ ଅବଧି ଅକ୍ଟୋବର ୧୨ ଯାଏଁ ବୃଦ୍ଧି

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦୨୭ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ପାଇଁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ବିନା ବିଳମ୍ବ ଫି’ରେ ଫର୍ମ ଦାଖଲ ସମୟସୀମାକୁ ବୃଦ୍ଧି କରାଯାଇଛି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଆବେଦନକାରୀମାନେ ଅକ୍ଟୋବର…