ପୁରୀ ବିଜେଡିରେ କଳି । ଭୁବନେଶ୍ୱରରେ ଶୁଭାଶିଷ ଖୁଣ୍ଟିଆ ଓ ସୁନୀଲ ମହାନ୍ତିଙ୍କ କଳି ତୁଟାଇବାକୁ ଖବର ସାମ୍ନାକୁ ଆସିଛି । ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନ ପକ୍ଷରୁ ଡ଼ାକରା ଆସିଛି । ପୁରୀ ବିଧାନସଭାରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି । ତେବେ ନିର୍ବାଚନ ବେଳେ ପୁରୁଣା ମନାନ୍ତର ଓ ମତାନ୍ତର ଭୁଲି ଉଭୟ ଗୋଷ୍ଠୀ କିପରି ମିଳିମିଶି କାମ କରିବେ ସେ ନେଇ ବୈଠକରେ ଆଲୋଚନା ହେଉଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *