ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଲୋକସେବା ଭବନରେ ଦିନ ୧୨ଟାର ବୈଠକ ବସିବ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ କରିବେ । ଏଥିରେ ବିଭିନ୍ନ ବିଭାଗର ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ। ସାଧାରଣ ପ୍ରଶାସନ, ଜଳସଂପଦ, ରାଜସ୍ବ ଆଦି ବିଭାଗର ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି । ଆଶକୁ ନିର୍ବାଚନ ଆସୁଥିବାରୁ ଅନେକ ଗୁଡ଼ିଏ ବିଭାଗର ପ୍ରସ୍ତାବ ଉପରେ ମୋହର ମାରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ କ୍ୟାବିନେଟ ବୈଠକ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *