ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ଅଭିଯୋଗ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ । ଏହି ମାମଲାରେ ପୂର୍ବତନ ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଜଣେ ମହିଳା ଜେଲର ଅଭିଯୋଗ ଆଣିଥିଲେ । ତେବେ ଘଟଣାର ଦୀର୍ଘ ଦିନ ପରେ ମାମଲା ରୁଜୁ ହେବାକୁ ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ମାମଲା ରୁଜୁ କରିବାରେ ବିଳମ୍ବର କାରଣକୁ ନେଇ କୋର୍ଟ ଉଦ୍ବେଗ ପ୍ରକାଶ କରିଥିବା ବେଳେ ନଭେମ୍ବର ୧୧ରେ ପରବର୍ତ୍ତୀ ଶୁଣାଣି ହେବ । Post navigation पंजाब में कर्मभूमि एक्सप्रेस के 4 डिब्बों में लगी आग, बड़ा हादसा टला; बाल-बाल बचे यात्री