୨୦୨୬ ଫିଫା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ ବିଶ୍ୱ ବିଜେତା ହୋଇଛି । ଆମେରିକାର ନ୍ୟୁ ଜର୍ସିଠାରେ ଅନୁଷ୍ଠିତ ଏହି ରୋମାଞ୍ଚକର ମ୍ୟାଚରେ ଉଭୟ ଦଳ ଦୀର୍ଘ ସମୟ ଧରି କଡ଼ା ଟକ୍କର ଦେଇଥିଲେ ।୧୨୦ ମିନିଟ୍ର ଜୋର୍ଦାର ଲଢ଼େଇରେ ଲାଟିନ୍ ଆମେରିକୀୟ ମହାଶକ୍ତି ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ହରାଇ ବିଶ୍ବ ଫୁଟ୍ବଲ୍ର ନୂଆ ସମ୍ରାଟ ଭାବେ ଉଭା ହୋଇଛି। ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫିଫା ବିଶ୍ୱକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ପୂର୍ଣ୍ଣ ସମୟ ପର୍ଯ୍ୟନ୍ତ ଗୋଲଶୂନ୍ୟ ରହିଥିଲା। ଫଳସ୍ୱରୂପ ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା। ଫେରାନ୍ ଟୋରେସ୍ ଅତିରିକ୍ତ ସମୟର ଦ୍ୱିତୀୟାର୍ଦ୍ଧରେ ସ୍ପେନର ଗୋଲିଂ ଆରମ୍ଭ କରିଥିଲେ। ନ୍ୟୁ ଜର୍ସି ଷ୍ଟାଡିୟମରେ ଆଉ କୌଣସି ଗୋଲ ହୋଇନଥିଲା ଏବଂ ସ୍ପେନ ୧-୦ ଗୋଲରେ ମ୍ୟାଚ୍ ଜିତିଥିଲା। Post navigation PV Sindhu Wins Maiden Japan: ଜାପାନ ଓପନ୍ ଜିତି ଇତିହାସ ରଚିଲେ ସଟଲର ପିଭି ସିନ୍ଧୁ Commonwealth Games 2026: ଆଜିଠୁ କମନୱେଲଥ୍ ଗେମ୍ସ ୨୦୨୬ ଆରମ୍ଭ