ଆରମ୍ଭ ହୋଇଛି କାଳିଆର ପହଣ୍ଡି ବିଜେ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ପଛରେ ଝୁଲି ଝୁଲି ଆସୁଛନ୍ତି କଳା ଠାକୁର । ମହାବାହୁ ଶ୍ରୀଜଗନ୍ନାଥଙ୍କୁ ଦେଖି ଭାବବିହ୍ୱଳ ହେଲେ ଭକ୍ତ। ରଥରେ ତିନି ଦିଅଁଙ୍କୁ ଦେଖିବାକୁ ଚାହିଁ ରହିଥାନ୍ତି ଭକ୍ତ। ଆଜି ସେଦିନ ଆସିଛି। ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ବଡ଼ଦାଣ୍ଡ।

Leave a Reply

Your email address will not be published. Required fields are marked *