ସ୍ୱାଧୀନତା ଦିବସ ପୂର୍ବରୁ ରାଜଧାନୀରୁ ମିଳିଲା ୨ ହଜାର ଅଫୁଟା କ୍ୟାଟ୍ରିଜ୍

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ଧରଣର ହମଲା ପାଇଁ ଚାଲିଥିଲା କି ଯୋଜନା? କାରଣ ସ୍ୱାଧୀନତା ଦିବସର ୨ ଦିନ ପୂର୍ବରୁ ଦିଲ୍ଲୀ ପୁଲିସ୍କୁ ମିଳିଛି ବିପୁଳ ପରିମାଣର ଅଫୁଟା କ୍ୟାଟ୍ରିଜ୍। ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ…

ଆରଜେଡିକୁ ମିଳିପାରେ ୧୮ ମନ୍ତ୍ରୀ ପଦ, ଜେଡିୟୁକୁ ୧୪

ଏଜେନ୍ସୀ : ନୂଆଦିଲ୍ଲୀ : ନୀତୀଶ କୁମାରଙ୍କ ଜେଡିୟୁ ସହ ହାତ ମିଳାଇ ବିହାରରେ ସରକାର ଗଠନ କରିଥିବା ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ରାଜ୍ୟରେ ବଡ଼ ଭାଇ ଭୂମିକାରେ ରହିବ । ଜେଡିୟୁ ପାଖରେ ମାତ୍ର ୪୩ଟି ଆସନ ଥିଲେ…

ହର ଘର ତ୍ରିରଙ୍ଗା : ଦଳୀୟ କାର୍ଯ୍ୟାଳୟରେ ଭାଜପା ବିକ୍ରି କରୁଛି ଜାତୀୟ ପତାକା

ଏଜେନ୍ସୀ : ଲକ୍ଷ୍ନୌ : ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ରୁ ୧୫ ତାରିଖ ଯାଏ ହର ଘର ତ୍ରିରଙ୍ଗା ଅଭିଯାନର ଆହ୍ୱାନ ଦେଇଛନ୍ତି । ଏହି ସମୟରେ ସମସ୍ତଙ୍କୁ ନିଜ ନିଜ ଘରେ ଜାତୀୟ ପତାକା…

ନିଜ ଦଳକୁ ବାଣ ମାରିଲେ ଭାଜପାର ପଙ୍କଜା ମୁଣ୍ଡେ

ଏଜେନ୍ସୀ : ଲକ୍ଷ୍ନୌ : ମହାରାଷ୍ଟ୍ର ଭାଜପାରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଛି । ପରକ୍ଷୋରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି ଜଣଙ୍କ ଜଣେ ଭାଜପା ନେତା । ବିଶେଷ କରି ନୂଆ କରି ମହାରାଷ୍ଟ୍ରରେ…

ମମତାଙ୍କ ବିରୋଧରେ ଟିଏମସି ନେତାଙ୍କୁ ଉସକାଇଲା ବିଜେପି

ଏଜେନ୍ସୀ : ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଟିଏମସି ନେତାମାନଙ୍କୁ ଉସକାଇବା ଆରମ୍ଭ କରିଛି ଭାଜପା । ଜଣଙ୍କ ଜଣେ ଟିଏମସି ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଗିରଫ ହେଉଥିବା ବେଳେ ମମତା କିଛି କରି…

ବାଇକ ଓ ଅଟୋ ଉପରେ ମାଡ଼ିଗଲା କାର୍‌, ୬ ମୃତ

ଏଜେନ୍ସୀ : ଗୁଜରାଟ : ସିରିଜ୍‌ ଦୁର୍ଘଟଣା ଘଟାଇଛି ଦ୍ରୁତଗାମୀ ଏସୟୁଭି । କାରଟି ଗୋଟିଏ ଅଟୋ ଓ ବାଇକ ଉପରେ ମାଡ଼ି ଯିବାରୁ ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି ।…

ବିପଦ ସଙ୍କେତ ଉପରେ ଜଳକା ନଦୀ

ନିର୍ଭୟ ମିଡ଼ିଆ : ଜଳେଶ୍ୱର : ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଳକ୍‌ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବସ୍ତା ବ୍ଲକ୍‌ର ମଥାନୀଠାରେ ଜଳକା ନଦୀର…

କ୍ଲିନିକ୍‌ ବିକ୍ରି ନାଁରେ ଡାକ୍ତରଙ୍କଠୁ ଲୁଟିଥିଲେ ୪ .୬୪ କୋଟି, ବନ୍ଧା ହେଲେ ୩

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର ବ୍ରହ୍ମପୁର ସହରର ଭାବାନଗରରେ ଥିବା ଆପୋଲୋ କ୍ଲିନିକ୍‌ ବିକ୍ରି ନାଁରେ ୪କୋଟି ୬୪ଲକ୍ଷଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । କ୍ଲିନିକ୍‌ଦେବା ନାଁରେ ଜଣେ ଡାକ୍ତରଙ୍କଠାରୁ ବିପୁଳ ପରିମାଣର ଟଙ୍କା ଲୁଟିଥିବା ଅଭିଯୋଗରେ ୩ ଜଣଙ୍କୁ…

ଖୋଲିଲା ଆଉ ୬ ଗେଟ୍, ହୀରାକୁଦ ଡ୍ୟାମରେ ବଢ଼ୁଛି ଜଳସ୍ତର

ନିର୍ଭୟ ମିଡ଼ିଆ : ସମ୍ବଲପୁର : ହୀରାକୁଦ ଡ୍ୟାମରେ ପୁଣି ଖୋଲିଲା ୬ଟି ଗେଟ୍। ଆଜି ସକାଳେ ୪ଟି ଗେଟ୍ ଖୋଲିଥିବା ବେଳେ ପରେ ୬ଟି ଗେଟ୍ ଖୋଲିଛି। ଗତକାଲି ଓ ଆଜି ମିଶି ହୀରାକୁଦ ଜଳଭଣ୍ଡାରରେ ୨୦ଟି ଖୋଲି ସାରିଲାଣି।…

ଆଜି ମୂୟରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ନିର୍ଭୟ ମିଡ଼ିଆ : ବାରିପଦା : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂୟରଭଞ୍ଜ ଜିଲ୍ଲାରେ ଗସ୍ତରେ ଯିବେ । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ କିଛି ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ କାର୍ଯ୍ୟସୂଚୀ ଅନୁସାରେ, ଦିନ ୧୧ଟା ୧୦…