Non-Veg Retail Market: ଭୁବନେଶ୍ୱର ୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ

ଭୁବନେଶ୍ୱର ୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ । ମାଛ ମାର୍କେଟ୍ ରୂପରେଖ ବଦଳିବ । ନୂଆ ଦୋକାନ, ପାର୍କିଂ ଓ ରାସ୍ତା ତିଆରି ହେବ । ସୁବ୍ୟବସ୍ଥିତ ଢଙ୍ଗରେ ଆମିଷ ବ୍ୟବସାୟ କରିବେ ଦୋକାନୀ । ଏ…

India vs South Africa: ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍। ଆଜି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ରାଞ୍ଚିରେ ଖେଳାଯିବ । ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ସିରିଜରେ ଖେଳିବେ । ଶୁଭମନ ଗିଲଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ସିରିଜର ଅଧିନାୟକ ଦାୟିତ୍ଵ…

Cyclone Ditwah: ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ସୁଦ୍ଧା ଲାଣ୍ଡଫଲ୍ କରିବ ବାତ୍ୟା ‘ଡିଟୱା’

ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ସୁଦ୍ଧା ଲାଣ୍ଡଫଲ୍ କରିବ ବାତ୍ୟା ‘ଡିଟୱା’ । ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଡିଟୱା’ ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ଏବଂ ବର୍ତ୍ତମାନ ଭାରତର ଦକ୍ଷିଣ ଉପକୂଳ ଆଡକୁ ଗତି କରୁଛି । ଯାହା ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ମଧ୍ୟରେ ସ୍ଥଳଭାଗ…

Election Commission Of India: ବୁଥ୍ ସ୍ତରୀୟ ଅଫିସରଙ୍କ ପାରିଶ୍ରମିକକୁ ଦୁଇଗୁଣ କଲେ ନିର୍ବାଚନ କମିଶନ

ଭୋଟର ତାଲିକା ପ୍ରସ୍ତୁତ କରିବାରେ ନିୟୋଜିତ ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ ସୁପରାଭାଇଜରଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ବିଜ୍ଞପ୍ତି ଅନୁଯାୟୀ ବୁଥ୍ ସ୍ତରୀୟ ଅଫିସର ମାନଙ୍କର ବାର୍ଷିକ ଦରମା ୬୦୦୦ ଟଙ୍କାରୁ ୧୨,୦୦୦…

Ration Card Reform: ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ ରାସନ କାର୍ଡ କଟିଛି

ରାଜ୍ୟରେ ସମୁଦାୟ ୮ ଲକ୍ଷ ୧୬ ହଜାର ୫୬ ହିତାଧିକାରୀଙ୍କ ରାସନ କାର୍ଡ କଟିଛି । ଗତ ୧୫ ମାସ ବିଜେପି ସରକାରରେ ୯୬% e-KYC କରିଛନ୍ତି । କେବଳ ୪% e-KYC କରି ନାହାନ୍ତି । ଏ ନେଇ ଖାଦ୍ୟ…

Odisha Politics: ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଚେୟାରମ୍ୟାନ ମନୋରଞ୍ଜନ ଘଡ଼େଇ

ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚେୟାରମ୍ୟାନ ମନୋରଞ୍ଜନ ଘଡ଼େଇ । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲ୍ଲା ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି । ଆଜି ଦଳୀୟ…

Subarnapur Village Gets Electricity: ସୁବର୍ଣ୍ଣପୁର ଗାଁରେ ଜଳିଲା ବିଜୁଳି

୨୫ ବର୍ଷ ପରେ ବିଜୁଳି ଆଲୁଅ ଦେଖିଲା ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ଝାଡ଼ବନ୍ଧ ପଞ୍ଚାୟତର ସୁବର୍ଣ୍ଣପୁର ଗାଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ୧୦ ଦିନ ମଧ୍ୟରେ ସୁବର୍ଣ୍ଣପୁର ଗାଁରେ ଜଳିଲା ଆଲୁଅ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ…

Subhadra Yojana: ଯୋଡ଼ି ହୋଇଛନ୍ତି ୧୭ ଲକ୍ଷ ନୂଆ ସୁଭଦ୍ରା ହିତାଧିକାରୀ; ଏକାଥରକେ ପାଇବେ ୨ଟି କିସ୍ତିର ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ୨୧ ବର୍ଷ ହେବା ପରେ ୧୭ ଲକ୍ଷ ନୂଆ ସୁଭଦ୍ରା ହିତାଧିକାରୀ ଯୋଡ଼ି ହୋଇଛନ୍ତି । ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ଟଙ୍କା ପାଇବେ ଯୋଗ୍ୟ ହିତାଧିକାରୀ । ଏକା ବେଳକେ ମିଳିବ…

Winter Session of Odisha Assembly: ପୃଥ୍ୱୀରାଜଙ୍କୁ ପଦ୍ମଲୋଚନ ପଣ୍ଡାଙ୍କ କଟାକ୍ଷ

ବାଲେଶ୍ୱର ଜିଲ୍ଲା ଖଇରା ରାଣୀତାଲ ରାସ୍ତା ନିର୍ମାଣକୁ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ହସି ହସି କଟାକ୍ଷ କରିଛନ୍ତି । ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସରେ ପୂର୍ତ୍ତ ମନ୍ତ୍ରୀଙ୍କୁ ପଦ୍ମଲୋଚନ ପଣ୍ଡା…

Odisha Assembly: ରାଜ୍ୟରେ ଆଜି ବି ୨,୯୭୫ ଶିଶୁ ନିଖୋଜ ଅଛନ୍ତି: ପ୍ରଭାତୀ ପରିଡ଼ା

ରାଜ୍ୟରେ ଆଜି ବି ୨,୯୭୫ ଶିଶୁ ନିଖୋଜ ଅଛନ୍ତି । ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟରେ କେତେ ଶିଶୁ ନିଖୋଜ ଅଭିଯୋଗ ପଞ୍ଜିକୃତ…