Four Indian Students Attacked In Russia: ରୁଷିଆରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼

ରୁଷିଆରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ । ରୁଷର ବାଶକୋର୍ଟୋସ୍ତାନ ଗଣରାଜ୍ୟର ଉଫାରେ ଏକ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏକ ଛୁରାମାଡ଼ ଆକ୍ରମଣ ହୋଇଛି। ବିଦେଶୀ ପିଲା ରହୁଥିବା ହଷ୍ଟେଲରେ ପଶି ଅତର୍କିତ ଆକ୍ରମଣ କରିଥିବା ଜଣାପଡିଛି। ନାବାଳକର ଛୁରାମାଡ଼ରେ ଆଉ…

Union Budget 2026: କେନ୍ଦ୍ରୀୟ ବଜେଟ୍ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ଠାରେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭କୁ ‘ବିକଶିତ ଭାରତ’ ଗଠନର ଏକ ବଳିଷ୍ଠ ଆଧାର ବୋଲି ଅଭିହିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା…

Congress Misrana Parba: କଂଗ୍ରେସରେ ଯୋଗଦେଲେ କଟକର ବିଶିଷ୍ଟ ବିଜେଡି ନେତା ବିଶ୍ୱଜିତ ମହାନ୍ତି

କଂଗ୍ରେସ ଭବନଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଟକର ବିଶିଷ୍ଟ ବିଜେଡି ନେତା ତଥା ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତି ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦାନ କରିଛନ୍ତି । ମହାନ୍ତିଙ୍କୁ…

PM Modi In Malaysia: ମାଲେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ନୃତ୍ୟ ପ୍ରଦର୍ଶନ ସହିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି । ମୋଦି, ମାଲେସିଆ ଗସ୍ତରେ ଥିବାବେଳେ ସେଠାରେ ଥିବା…

BCCI Announces Reward for India’s U19 Team: ଅଣ୍ଡର ୧୯ ଟିମ କୁ ବିସିସିଆଇର ୭.୫ କୋଟି ଟଙ୍କା ପୁରସ୍କାର ଘୋଷଣା

ଆୟୁଷ ମହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଅଣ୍ଡର-୧୯ କ୍ରିକେଟ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ୧୦୦ ରନରେ ହରାଇ ଷଷ୍ଠଥର ପାଇଁ ଚାମ୍ପିଅନ ହୋଇଥିବାବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ବିଜୟୀ ଭାରତୀୟ ଦଳ ପାଇଁ ୭.୫ କୋଟି ଟଙ୍କା ପୁରସ୍କାର ଘୋଷଣା…

Mahanadi Water Dispute: ମହାନଦୀ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ

ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ବିଜେପି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଜି ଟ୍ରିବ୍ୟୁନାଲରେ ହୋଇଥିବା ଶୁଣାଣିରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍…

Bargarh Politics: ଦବଙ୍ଗ ଗିରି ଦେଖାଇ ଲୋକଙ୍କ ଠାରୁ ମାଡ଼ ଖାଇଲେ ବରଗଡ଼ ବିଧାୟକଙ୍କ ପୁଅ!

ବରଗଡ଼-ଭଟଲି ରାସ୍ତାର ବରଡୋଲ ଛକରେ ଗତ ୨ ତାରିଖରେ ହୋଇଥିବା ଘଟଣା ନେଇଛି ନୂଆ ମୋଡ଼ । ଏକ ପେଟ୍ରୋଲ ଟ୍ୟାଙ୍କର ଧକ୍କାରେ ଜଣେ ଭଟଲି ବାସିନ୍ଦା ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଖବରକୁ ନେଇ ଏକ ଚାଞ୍ଚଲ୍ୟକର ଖବର…

BCPPER Economic Roadmap: ଅର୍ଥନୈତିକ ଅଞ୍ଚଳ ପାଇଁ ବିସିପିପିଇଆର୍ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ହେବ ଅର୍ଥନୈତିକ କରିଡର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍ (BCPPER) ର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଲୋକସେବା ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା ।…

Mahanadi Water Dispute Hearing: ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ମହାନଦୀ ଜଳ ବିବାଦ ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଛି । ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ କରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ଅନୁଷ୍ଠିତ ହେବ । ଏପ୍ରିଲ ୧୩…

ICC T20 World Cup 2026: ଆଜିଠାରୁ ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ କ୍ରିକେଟ୍

ଆଜିଠାରୁ ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ କ୍ରିକେଟ୍‌ର ଦଶମ ସଂସ୍କରଣ ଆୟୋଜନ କରାଯାଇଛି । ଏଥର ଏହି ବିଶ୍ୱକପ୍‌ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ କରାଯାଇଛି । ଉଦ୍‌ଘାଟନୀ ମ୍ୟାଚ୍ କୋଲକାତା ଓ ମୁମ୍ବାଇରେ ଖେଳାଯିବ । ଆଜି ଶ୍ରୀଲଙ୍କାର କଲମ୍ବୋରେ ମଧ୍ୟ…