ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତୃତୀୟ ପାଳିରେ ୩ଟି ବଡ଼ କାମ କରିବୁ ବୋଲି କହିଛନ୍ତି। ଭାରତ ବିଶ୍ୱର ତୃତୀୟ ଅରଥଶକ୍ତି ଦେଶ ହେବ। ୩ କୋଟି ଘର, ୩ କୋଟି ମହିଲଳାଙ୍କୁ ଲକ୍ଷପତି ଦିଦି…

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୋହନ ସରକାରଙ୍କ ଏହା ଦ୍ୱିତୀୟ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ସମାରୋହ ଦିନ ବସିଥିଲା ପ୍ରଥମ ବୈଠକ । ଦିନ ୧୧ଟା ବେଳେ ଲୋକସେବା ଭବନରେ…

ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକରେ ଆସିପାରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି

ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକ ଆରମ୍ଭ ହୋଇଛି । କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇପାରେ ବଡ଼ ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ…

ବାଲେଶ୍ୱରରେ ଟ୍ରେନରେ କଟି ଚାଲିଗଲା ୨ ଯୁବକଙ୍କ ଜୀବନ

ବାଲେଶ୍ୱର ଜିଲ୍ଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏକ ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍‌ ଧକ୍କାରେ ୨ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ…

ଉତ୍ତରପ୍ରଦେଶ ହାଥରସ୍‌ ଘଟଣାରେ ରିପୋର୍ଟ ଦାଖଲ କଲା SIT

ଉତ୍ତରପ୍ରଦେଶ ହାଥରସ ଭୋଲେ ବାବାଙ୍କ ସତସଙ୍ଗରେ ହୋଇଥିବା ଦଳା ଚକଟା ହାଥରସ୍‌ ଘଟଣାରେ ରିପୋର୍ଟ ଦାଖଲ କଲା SIT ।ରିପୋର୍ଟରେ ସତ୍‌ସଙ୍ଗ ଆୟୋଜନ କରିଥିବା କମିଟିକୁ ଦାୟୀ ବୋଲି ସୁଚାଯାଇଥିବା ସୂଚନା । ଅନୁମତିଠୁ ଅଧିକ ଲୋକଙ୍କୁ ଏକତ୍ରିତ କରାଯାଇଥିବା ରିପୋର୍ଟରେ…

୩୦ ବର୍ଷ ପରେ ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ମିଳିଲା ଅନୁମୋଦନ

ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ନେଇ ବାଟ ଫିଟିଲା। ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି। ୧୫୨୪ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି…

ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହିଦ

ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ସେନା ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୪ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ, କଠୁଆ ସହରଠାରୁ ୧୫୦…

ଖଣ୍ଡଗିରି ଓ ଉଦୟଗିରି ବୁଲି ଦେଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଭୁବନେଶ୍ବର ସ୍ଥିତ ଐତିହାସିକ ଖଣ୍ଡଗିରିରେ ଓ ଉଦୟଗିରି କୀର୍ତ୍ତିରାଜି ପାହାଡ଼ ପରିଦର୍ଶନ କରିଛନ୍ତି। ଉଦୟଗିରି ପାହାଡ଼ର ରାଣୀ ଗୁମ୍ଫା, ହାତୀ ଗୁମ୍ଫା, ଜମ୍ବେଶ୍ଵର ଗୁମ୍ଫା, ସର୍ପ ଗୁମ୍ଫା ଆଦି ବୁଲି ଦେଖିଛନ୍ତି। ଏହା ସହ ମହାମେଘବାହାନ…

ଦବିଲା ଭୁବନେଶ୍ବରରେ ଥିବା ଆଇଗିଣିଆ ଓଭରବ୍ରିଜ୍

ଭୁବନେଶ୍ବରରେ ଦବିଗଲା ଆଇଗିଣିଆ ଓଭରବ୍ରିଜ୍। ରାଜଧାନୀ ଡୁମୁଡୁମା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଓଭରବ୍ରିଜ୍ ଦବିଯାଇଛି। ବିପଦ ସଙ୍କୁଳ ଅବସ୍ଥାରେ ବ୍ରିଜ ଥିବା ବେଳେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଓଭରବ୍ରିଜରେ ଦବି ଯାଇଥିବା ଗାତରେ ଫସିଲାଯାଇଛି ମିନି…

ଜୁଲାଇ ୧୯ ଓ ୨୦ରେ ହେବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଶାସନକୁ ଆସିବା ପରେ ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଜୁଲାଇ ୧୯ ଓ ୨୦ରେ ବସିବାକୁ ଯାଉଛି । ହେବାକୁ ଥିବା ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।…