ବିଧାୟକଙ୍କୁ ଆକ୍ରମଣ ଘଟଣା: ତଦନ୍ତ ପାଇଁ ଯାଜପୁରରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଯାଜପୁର ଟାଉନ ଥାନାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଏବେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ସେଥିପାଇଁ ଯାଜପୁର ରେ ପହଞ୍ଚିଛନ୍ତି ୬ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତକାରୀ ଟିମରେ ରହିଛନ୍ତି କ୍ରାଇମବ୍ରାଞ୍ଚର ୨ଜଣ ଡିଏସପି…

ପପୁ ବାବୁଙ୍କର ନାହିଁ ସିନା, ସୋରେନଙ୍କର ଦାଢ଼ି ଓ ନିଶ ଅଛି

ମୋର ସିନା ନିଶ ନାହିଁ, ଅମୁକ ଗାଁର ରାଧୁନନାଙ୍କ ପୁଅ ଅଗାଧୁର ଜୁଆଳିଆ ନିଶ ଅଛି। ଆଂ କି ଚମତ୍କାର ନିଶ ! ଠିକ ସେମିତି ଅବସ୍ଥା ଶଙ୍ଖ ଦଳର । ୨୭ ବର୍ଷର ଆଞ୍ଚଳିକ ଦଳ । ୨୪ ବର୍ଷ…

ଲଘୁଚାପ ପ୍ରଭାବ; ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା 

ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣପୂର୍ବ ବଙ୍ଗୋପସାଗରର୍ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ ଭାବେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ଏନକ୍ଲୋଜରରୁ ବାହାରି ଜଙ୍ଗଲକୁ ଗଲା ବାଘୁଣୀ ଜୀନତ୍‌

ଏନକ୍ଲୋଜରରୁ ବାହାରି ଶିମିଳିପାଳ ଉତ୍ତର ଡିଭିଜନ କୋର ଅଞ୍ଚଳକୁ ଗଲା ବାଘୁଣୀ ଜୀନତ୍‌ । ଶିମିଳିପାଳ ପରିବେଶ ସହ ଖାପ ଖୁଆଇବା ପରେ ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲକୁ ଛଡ଼ାଗଲା । ଗତକାଲି ରାତି ୯.୩୦ଟାରେ ଜିନ୍ନତକୁ ଛଡ଼ାଯାଇଥିବା ନେଇ ଶିମିଳିପାଳ ଜାତୀୟ…

ନୂଆବର୍ଷ ପୂର୍ବରୁଦ୍ବୈତନଗରୀରେ ସକ୍ରିୟ ବାଂଲାଦେଶୀ ଯୁବତୀ; ଦଲାଲମାନେ ଚଳାଉଛନ୍ତି ସେକ୍ସ ମ୍ୟାକେଟ୍

କଟକ-ଭୁବନେଶ୍ଵରରେ ବାଂଲାଦେଶୀ ଯୁବତୀମାନଙ୍କ ଅନୁପ୍ରବେଶ ବଢିବାରେ ଲାଗିଛି । ଖାଲି ବାଂଲାଦେଶୀ ନୁହେଁ, ଏହିଭଳି ଅନ୍ୟ ରାଜ୍ୟରୁ ମଧ୍ୟ ଯୁବତୀମାନଙ୍କୁ ଆଣି ଦଲାଲମାନେ ଏଠାରେ ଚଳାଉଛନ୍ତି ସେକ୍ସ କାରବାର । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ରୁ ଅଧିକ ଦଲାଲ ଏହି…

ୱାକଫ୍ ବୋର୍ଡ଼ : କଂଗ୍ରେସ ସହ ସ୍ବର ମିଳାଇଲା ବିଜଦ

ସଂସଦ ଦର ଶୀତକାଳୀନ ଅଧିବେଶନରେ ଓ୍ବାକଫ୍ ବୋର୍ଡ଼ ବିଲ୍ ଆସିବାର ସମ୍ଭାବନା ଅଛି। ଯୁଗ୍ମ ସଂସଦୀୟ କମିଟିରେ ବିଲ୍ ଉପରେ ଆଲୋଚନ ହୋଇସାରିଛି। ଗତ ଅଧିବେଶନରେ କିଛି ଦଳର ଦାବିକ୍ରମେ ଏହାକୁ ଯୁଗ୍ମ ସଂସଦୀୟ କମିଟି ପଠାଯାଇଥିଲା। କମିଟିର ଅଧ୍ୟକ୍ଷ ଅଛନ୍ତି…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। ବିଧାୟକଙ୍କ ଆକ୍ରମଣ ଘଟଣାରେ ୧୪ ଗିରଫ କରାଯାଇଛି।…

ଦିଲ୍ଲୀ ରେ ଆୟୋଜିତ ଓଡିଶା ପର୍ବ ୨୦୨୪ ରେ ପ୍ରଧାନମନ୍ତ୍ରୀ ଙ୍କ ଉଦବୋଧନ

ଦିଲ୍ଲୀ ରେ ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ନଭେମ୍ବର 22ରୁ 24 ଯାଏଁ ତିନି…

IPL ମେଗା ଅକ୍ସନ-୨୦୨୫ , ଋଷଭ ପନ୍ତ ସାଜିଲେ IPL ର ସବୁଠୁ ଦାମୀ ଖେଳାଳୀ

ରିଷଭ ପନ୍ତ ଶ୍ରେୟସ ଆୟରଙ୍କୁ ପଛରେ ପକାଇ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଠାରୁ ୨୭ କୋଟି ଟଙ୍କା ରେ ବିକ୍ରି ହୋଇ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳୀ ଭାବେ ବିବେଚିତ ହୋଇଛନ୍ତି | ଚଳିତ ବର୍ଷ ପ୍ରାରମ୍ଭରେ କୋଲକାତା ନାଇଟ୍…

ପର୍ଥ ଟେଷ୍ଟ ରେ ପରାଜୟର ଦ୍ୱାରଦେଶରେ ଅଷ୍ଟ୍ରେଲିଆ; ଦୃଢ଼ ସ୍ଥିତିରେ ଭାରତ

ଅଧିନାୟକ ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ତିନୋଟି ୱିକେଟ୍ ନେଇ ଦ୍ୱିତୀୟ ପାଳିରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆକୁ ୧୨/୩ ରେ ସୀମିତ ରଖି ପରାଜୟର ଦ୍ୱାର ଦେଶକୁ ଠେଲି ଦେଇଛନ୍ତି । ପର୍ଥ ଷ୍ଟାଡିୟମରେ ବର୍ଡର-ଗାଭାସ୍କର…