ବିଜାପୁର ଏନ୍‌କାଉଣ୍ଟର: ହାର୍ଡକୋର ମାଓବାଦୀ ଭାସ୍କର, ଗୌତମ ସୁଧାକରଙ୍କ ସମେତ ୭ ମାଓବାଦୀ ନିହତ

ଛତିଶଗଡ଼ରେ ଭୁଶୁଡୁଛି ମାଓ ଦୁର୍ଗ । ଛତିଶଗଡ଼ ବିଜାପୁର ସ୍ଥିତ ଇନ୍ଦ୍ରାବତୀ ନ୍ୟାସନାଲ ପାର୍କରେ ଅପରେସନ ଘଟଣାରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି । ୫, ୬ ଓ ୭ ତାରିଖ ସର୍ଚ୍ଚ ଅପରେସନ୍‌ ଓ ଏନ୍‌କାଉଣ୍ଟରରେ ୭…

ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍‍ଘାଟନ କରିବା ସହିତ ଜିଲ୍ଲାର ବିକାଶ ପାଇଁ ପ୍ରାୟ…

ବ୍ରହ୍ମପୁର ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ

ବ୍ରହ୍ମପୁରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଯଦିଓ ଘଟଣାଟି ତିନି ଦିନ ତଳେ ଗୋଲନ୍ଥରା ପୋଲିସ ସୀମା ମଧ୍ୟରେ ଘଟିଥିଲା । କିନ୍ତୁ ଏହା ପରିବାର ସଦସ୍ୟମାନେ ଅଭିଯୋଗ କରିବା ପରେ ଏହି…

ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ ଅନୁଯାୟୀ ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ ହାର

ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଦାରିଦ୍ର୍ୟ ହାର ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା କହିଛି ବିଶ୍ୱ ବ୍ୟାଙ୍କ୍ । ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ୨୭.୧ ପ୍ରତିଶତରୁ ୫.୩%କୁ ଦାରିଦ୍ର୍ୟ ହାର…

ବେଙ୍ଗାଲୁରୁ ଦଳାଚକଟା ଘଟଣାରେ କେଏସସିଏ ସମ୍ପାଦକ, କୋଷାଧ୍ୟକ୍ଷଙ୍କ ଇସ୍ତଫା

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ୧୧ ଜଣ ମୃତ୍ୟୁବରଣ ଓ ୭୫ ଜଣ ଆହତ ହୋଇଥିବା ଘଟଣାରେ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏଶନ (କେଏସସିଏ) ର ସମ୍ପାଦକ ଏ. ଶଙ୍କର ଏବଂ ଟ୍ରେଜରର୍ (କୋଷାଧ୍ୟକ୍ଷ) ଇ.ଏସ୍. ଜୟରାମ ନିଜ…

ପିଏମ୍‌ ଆବାସ ଯୋଜନାରେ ଘର ପାଇଁ ମିଳିବ ମାଗଣା ବାଲି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ମାଗଣା ବାଲି ମିଳିବ । ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍‌ ବାଲି ଦେବେ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ପରମିଟ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି ବୋଲି…

ଜୁନ୍ ୨୦ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ ନୁହେଁ, ବରଂ ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।…

ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ବକ୍ରିଇଦ୍

ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ବକ୍ରିଇଦ୍ । ଏହାଛଡ଼ା ଏହାକୁ ବଳିଦାନର ପର୍ବ ବୋଲି ମଧ୍ୟ କୁହାଯାଏ । ସାରା ବିଶ୍ୱରେ ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କର ଏହି ପର୍ବ ପାଳନ ହେଉଛି । ବକ୍ରୀଦ ହେଉଛି ଇସଲାମର ଦ୍ୱିତୀୟ ସବୁଠାରୁ…

ଭାରତରେ ଏଲନ୍ ମସ୍କଙ୍କ ‘ଷ୍ଟାରଲିଙ୍କ୍’ କୁ ମିଳିଲା ସାଟେଲାଇଟ୍ ଇଣ୍ଟରନେଟ୍ ଲାଇସେନ୍ସ

ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଭାରତର ଦୂରସଂଚାର ମନ୍ତ୍ରଣାଳୟରୁ ଲାଇସେନ୍ସ ମିଳିଛି । ସାଟେଲାଇଟ୍ ଆଧାରିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଦେଶର ଦୂର ଅଞ୍ଚଳରେ ପହଞ୍ଚିପାରିବ । ରିଲାଏନ୍ସ ଓ ଭାରତୀ ଏୟାରଟେଲ୍‌ ପରେ ‘ଷ୍ଟାରଲିଙ୍କ୍’ କୁ ମିଳିଲା ଲାଇସେନ୍ସ…

ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ…