ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି; ସପ୍ତାହେ ପାଇଁ ସ୍ଥଗିତ ହେଲା ଟ୍ରମ୍ପଙ୍କ ଟାରିଫ୍ ପ୍ଲାନ୍

୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି । ଆମେରିକାର ୨୫ ପ୍ରତିଶତ ଟାରିଫ୍ ପ୍ଲାନ୍ ଏକ ସପ୍ତାହ ପାଇଁ ଘୁଞ୍ଚିଲା । ଆଜି ଲାଗୁହେବାକୁ ଥିବା ଟାରିଫ୍ ପ୍ଲାନ୍ ଆସନ୍ତା ଅଗଷ୍ଟ ୭ ତାରିଖରୁ ଲାଗୁ…

ହୋଟେଲ ପାର୍ଟିକୁ ନେଇ ବିବାଦରେ ଅଧିକାରୀ; ଆଇପିଏସ୍ ଦିପ୍ତେଶଙ୍କ ନାଁରେ ଇଡି ଓ ସିବିଆଇରେ ପିଟିସନ

ଦୁଇଟି ଖବର ଏବେ ଆଇପିଏସ୍ ମହଲରେ ଧୁମ ଚର୍ଚ୍ଚା ସୃଷ୍ଟି କରିଦେଉଛି। ଜଣେ ଆଇପିଏସ ଅଧିକରୀ ତାଜ୍ ବିଭାନ୍ତାରେ ଏକ ଗ୍ରାଣ୍ଡ୍ ପାର୍ଟି ଆଯୋଜନ କରିଥିଲେ । ଏହି ପାର୍ଟି ଭୋର ପର୍ଯ୍ୟନ୍ତ ଚାଲିଥିଲା। ଏହା କମିଶନରେଟ ପୁଲିସ ନଜରକୁ ଆସିଥିଲା…

ମନି ଲଣ୍ଡରିଂ ମାମଲା: ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ କଲା ଇଡି

ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଲାଏନ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି। ଅଗଷ୍ଟ ୫ ତାରିଖରେ ଜେରା ପାଇଁ ହାଜର…

ଆଜିଠାରୁ ଭାରତ ଉପରେ ଲାଗିବ ୨୫ ପ୍ରତିଶତ ଟାରିଫ୍

ଭାରତ ଉପରେ ଆମେରିକାର ଟାରିଫ ମାଡ଼। ଆଜିଠାରୁ ଆମେରିକା ଭାରତ ଉପରେ ଶୁଳ୍କ ଲାଗୁ କରିବ। ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ଆଦାୟ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଭାରତରୁ ଆମଦାନୀ ହେଉଥିବା…

ବିସ୍ଥାପିତଙ୍କ ପାଇଁ ଲଢ଼ିବ କଂଗ୍ରେସ: ଭକ୍ତ ଦାସ

ଆଜି କଂଗ୍ରେସ ଭବନଠାରେ ଏଆଇସିସି ମାନବିଧିକାର ସଂଘଟନ ପକ୍ଷରୁ ପ୍ରାୟ ୧୫ ଗୋଟି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଓ ଶତାଧିକ ସ୍ୱେଛାସେବୀ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି…

ବିସ୍ଥାପିତଙ୍କ ପାଇଁ ଲଢିବ କଂଗ୍ରେସ: ଭକ୍ତ ଦାସ

ଆଜି କଂଗ୍ରେସ ଭବନଠାରେ ଏଆଇସିସି ମାନବିଧିକାର ସଂଘଟନ ପକ୍ଷରୁ ପ୍ରାୟ ୧୫ ଗୋଟି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଓ ଶତାଧିକ ସ୍ଵେଚ୍ଛାସେବୀ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି…

୧୫ ଶିକ୍ଷକଙ୍କ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କ ସୁପାରିସ୍ ପ୍ରସଙ୍ଗ: ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

୧୫ ଶିକ୍ଷକଙ୍କ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କ ସୁପାରିସ୍ ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ । ଆବେଦନକାରୀ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି । ୪ ସପ୍ତାହ ପରେ…

ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ

ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି। ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର…

ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ ଅଶୋକ ପଣ୍ଡା

ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ କୁମାର ପଣ୍ଡା । ଉଭୟଙ୍କର ଯୁଗ୍ମ ସମ୍ପତ୍ତି ଥିବା ଜଣାଯାଇଛି । ରାଜକିଶୋରଙ୍କ ସମ୍ପତ୍ତିରେ ଅଶୋକଙ୍କର ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ପହଞ୍ଚିଥିଲା ।…

ଆଜି ସଂଧ୍ୟା ସୁଦ୍ଧା ଆସିବ ପୁରୀ ଦଳାଚକଟା ରିପୋର୍ଟ

ଜୁନ୍ ୨୯ ତାରିଖରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିବା ଦଳାଚକଟା ରିପୋର୍ଟ ଆଜି ସଂଧ୍ୟା ସୁଦ୍ଧା ଆସିବ। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଉନ୍ନୟନ କମିଶନର ଗର୍ଗ । ଏ ନେଇ ସୂଚନା ଦେଲେ ଉନ୍ନୟନ କମିଶନର ଅନୁ ଗର୍ଗ ।…