କବିସୂର୍ଯ୍ୟନଗର ବିଧାୟକଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ; ହସ୍ତକ୍ଷେପ କଲା ରାଷ୍ଟ୍ରପତି ଭବନ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ନାୟକଙ୍କ ବିରୋଧରେ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ନେଇ ଗୁରୁତର ଅଭିଯୋଗ ହେବା ପରେ ରାଷ୍ଟ୍ରପତି ଭବନ ହସ୍ତକ୍ଷେପ କରିଛି । ଗୋଆ ସହର ପାଖ ଭେରେନା ପଞ୍ଚାୟତରେ ବେଆଇନ ଭାବେ ପାଞ୍ଚ…

ପଞ୍ଚଭୂତରେ ବିଲୀନ ହେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନୂଆପଡ଼ା ଠାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଏହି ଅବସରରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ବିଜେଡିର ବରିଷ୍ଠ ନେତୃବୃନ୍ଦ, ଅନ୍ୟ ରାଜନୈତିକ ଦଳର…

ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫା ଦ୍ୱାରା ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ: ବିଜେଡି

ରାୟଗଡା ଜିଲ୍ଲାରେ ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଆଜି ଦଳରୁ ଇସ୍ତଫା ଦେଇଥିବା ବେଳେ, ଏହା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜୁ ଜନତା…

ନେପାଳରେ ସ୍ଥିତି ଅଣାୟତ୍ତ; ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ ବିକ୍ଷୋଭକାରୀ

ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବୃଦ୍ଧି ପାଉଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି।ଉତ୍ତେଜନା ଏତେ ସାଂଘାତିକ ହେଲାଣୀ ଏଥିରେ ୨୦ରୁ ଅଧିକ ଜଣଙ୍କ ଜୀବନ ଗଲାଣି। ଏହାରି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଇଛନ୍ତି…

ଦେଶର ୧୫ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ

ଉପରାଷ୍ଟ୍ରପତି ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ମହାରାଷ୍ଟ୍ର ରାଜ୍ୟପାଳ ତଥା ତାମିଲନାଡୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସିପି ରାଧାକ୍ରିଷ୍ଣନ ଏବେ ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ରାଜ୍ୟସଭା ମହାସଚିବ…

ନେପାଳରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପଲାଇନ ନମ୍ୱର

ନେପାଳରେ ଜାରି ରହିଛି ବିଦ୍ରୋହ। ଗତ ଦୁଇ ଦିନ ଧରି ନେପାଳରେ ଚାଲିଥିବା ହିଂସାତ୍ମକ ପ୍ରତିବାଦରେ ଏପର୍ଯ୍ୟନ୍ତ ୨୦ ଜଣ ପ୍ରାଣ ହରାଇଛନ୍ତି। ଏହି ସମୟରେ ଭାରତ ସରକାର ଏହି ପ୍ରତିବାଦ ସମ୍ପର୍କରେ ଏକ ଆଡଭାଇଜରୀ ଜାରି କରିଛନ୍ତି। ବୈଦେଶିକ ବ୍ୟାପାର…

ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

ନେପାଳରେ ଜାରି ରହିଛି ବିଦ୍ରୋହ। ଦେଶରେ ବ୍ୟାପକ ହିଂସାକାଣ୍ଡ ଭିତରେ ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ଉପ-ପ୍ରଧାନମନ୍ତ୍ରୀଙ୍କ ସମେତ ଦଶ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସରକାର ସୋସିଆଲ ମିଡିଆ ଉପରୁ…

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ

ବିଜେଡି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ବିଜେଡି ଛାଡ଼ିଥିବା…

ଦିଲ୍ଲୀ ଚଲୋ

ନେତାଜୀ ସୁଭାଷଚନ୍ଦ୍ର ବୋଷ ଏକ ବଡ଼ ଡାକରା ଦେଇଥିଲେ – ଦିଲ୍ଲୀ ଚଲୋ । ସେତେବେଳେ ଇଂଗ୍ରେଜ ଶାସନ ଥିଲା । ନେତାଜୀ ଆଜାଦ ହିନ୍ଦ୍ ଫୌଜ ଗଠନ କରିଥିଲେ । ପୁରା ଭାରତର ତନ୍ତ୍ରୀକୁ ହଲେଇ ଦେଇଥିଲା ନେତାଜୀଙ୍କ ଦିଲ୍ଲୀ…

ପାଇପ୍ ଲାଇନ୍ ବିଛାଇବା ଉପରେ ଲାଗିଲା କଟକଣା; ଅନୁମତିପତ୍ର ଦେବା ବାଧ୍ୟତାମୂଳକ

ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ ଲାଗିଲା କଟକଣା। ଏବେ ପାଇପ୍ ଲାଇନ୍ ବିଛାଇବା ପାଇଁ ୱାଟର୍‌ ବଡି କ୍ରସିଂ ଅନୁମତିପତ୍ର ଦେବା ବାଧ୍ୟତାମୂଳକ ଗାଇଡଲାଇନ୍ ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ ।…