OAS Reshuffle: ତିନି ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

ଓଡ଼ିଶା ସରକାର ତିନି ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ପାଇଁ ବଦଳି ଆଦେଶ ଜାରି କରିଛନ୍ତି। ସେମାନଙ୍କ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କୁ ଦୁଇ ଦିନ ମଧ୍ୟରେ ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ…

Heavy Rain in Odisha: ରାଜ୍ୟରେ ପ୍ରବଳ ବର୍ଷା; ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ଜାରି ରହିଛି ବର୍ଷା। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝଡ଼ବର୍ଷା ଯୋଗୁଁ ପ୍ରବଳ ଗୁଳୁଗୁଳି ଏବଂ ତାତିରୁ ମିଳିଛି ଆଶ୍ୱସ୍ତି । ଅନ୍ୟପଟେ କାଲି…

Pension Issue in Odisha: ବକେୟା ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ରାଜ୍ୟରେ ତିନି ମାସ ଧରି ଭତ୍ତା ନ ମିଳିବା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ବନ୍ଦ ଥିବା ଭତ୍ତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ…

Jagannath Darshan: ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ଜଣେ ଗିରଫ

ଭକ୍ତଙ୍କ ଠାରୁ ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ଜଣେ ଗିରଫ। ପୁରୀ ସିଂହଦ୍ବାର ଥାନାରେ ମାମଲା ପରେ ଜଣଙ୍କୁ ଗିରଫ କଲା ପୋଲିସ । ପୁରୀ ସିଂହଦ୍ୱାର ପୋଲିସ ମନ୍ଦିର ପରିସରରେ କାର୍ଯ୍ୟ କରୁଥିବା ଠକ ଗୋଷ୍ଠୀ ଉପରେ…

Social Audit of Tikhiri GP: ତିଖିରି ଜିପି ସାମାଜିକ ସମୀକ୍ଷା; ବାକି ପଞ୍ଚାୟତଗୁଡ଼ିକକୁ ନେଇ ପ୍ରଶ୍ନ ଉଠାଇଲେ ଆଇଏଏସ୍ ପ୍ରଦୀପ ଜେନା

ମୁଖ୍ୟ ଶାସନ ସଚିବ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକର ‘ତିଖିରି ଗ୍ରାମପଞ୍ଚାୟତ’ ପାଇଁ ଏକ ସାମାଜିକ ସମୀକ୍ଷା (Social Audit) ର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ସ୍ୱାଗତ କରିଛନ୍ତି।ସରକାରଙ୍କ ଏହି ନିଷ୍ପତ୍ତିକୁ…

Telegram App Ban: ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ

ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ । NEET-UG ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମୟିକ କଟକଣା ଜାରି ରହିଲା। ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET ପୁନଃପରୀକ୍ଷାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆ ମେସେଜିଂ ଆପ୍…