ତାଜା ଖବର ରାଜ୍ୟ CM Mohan Majhi Extends Nuakhai Greetings to People of Odisha September 14, 2026 Nirvay
ତାଜା ଖବର ରାଜ୍ୟ CM Mohan Majhi Extends Nuakhai Greetings to People of Odisha September 14, 2026 Nirvay
ତାଜା ଖବର ରାଜ୍ୟ Kataka Police Crack the Whip on Forced Donations: କଟକରେ ଜୋରଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ; ୩ ଜଣଙ୍କୁ ଗିରଫ କଲା ପୋଲିସ September 14, 2026 Papirani
ଖେଳ ତାଜା ଖବର ଦେଶ Dhiraj Bommadevara Creates History, Wins Archery World Cup Final Gold September 14, 2026 Nirvay
ତାଜା ଖବର ଦେଶ ରାଜନୀତି दिशा सालियान केस में CBI ने दर्ज की FIR, जुड़ा आदित्य ठाकरे समेत कई नाम September 14, 2026 Nirvay
ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ April 11, 2022 ରାଜ୍ୟ ସରକାର ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଛନ୍ତି। ବର୍ତ୍ତମାନ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡି କରାଯାଇଛି। ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
ଚାରି ବର୍ଷ ପରେ କମ୍ବ୍ୟାକ୍ କରିବେ ନାନା April 11, 2022 ଦିଗଜ ଅଭିନେତା ନାନା ପାଟେକରଙ୍କ ଲୋକପ୍ରିୟତା କାହାକୁ ଅଛପା ହୋଇ ରହିନାହିଁ। କିଛି ବର୍ଷ ହେବ ସେ ବଡ଼ ପରଦାରୁ ଦୂରେଇଯାଇଥିଲେ ମଧ୍ୟ ତାଙ୍କର ଫ୍ୟାନ୍ ଫଲୋଇଂ କମ୍ ରହିନାହିଁ। ଦମ୍ଦାର ଡାଇଲଗ ଡିଲିଭରୀ ଯୋଗୁ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି…
ଦିଲ୍ଲୀରେ ଧାନ ବିକ୍ରିକୁ ନେଇ ବିକ୍ଷୋଭ କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ April 11, 2022 ତେଲଙ୍ଗାନାରେ କୃଷକମାନଙ୍କ ଧାନ ବିକ୍ରିକୁ ନେଇ ପ୍ରବଳ ଅସନ୍ତୋଷ ଏବେ ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ସହ ମୁହାଁମୁହିଁର ସ୍ଥିତି ବନିଛି ତେଲଙ୍ଗାନା ସରକାରଙ୍କର। ସୋମବାର ସେ ଧାନ ବିକ୍ରିଙ୍କ ସଂଘରେ ଏଠାରେ ଏକ ବଡ଼ ବିକ୍ଷୋଭ ସମାରୋହରେ ସାମିଲ ହୋଇଛନ୍ତି…
ଅଭିନେତା ଶିବ କୁମାରଙ୍କ ଦେହାନ୍ତ April 11, 2022 ବଲିଉଡ ଫିଲ୍ମ ‘ଟୁ ଷ୍ଟେଟ୍ସ’ରେ ନିଜର ଦମ୍ଦାର ଅଭିନୟ ଜରିଆରେ ଦର୍ଶକଙ୍କ ମନରେ ସ୍ଥାନ ପାଇଥିବା ଅଭିନେତା ତଥା ପଟ୍ଟକଥା ଲେଖକ ଶିବ ସୁବ୍ରମଣ୍ୟମ୍ଙ୍କର ବିଳମ୍ବିତ ରାତି ମୁମ୍ବାଇରେ ପରଲୋକ ହୋଇଯାଇଛି। ସୋମବାର ଶିବ କୁମାରଙ୍କର ଅନ୍ତିମ ସଂସ୍କାର ମୁମ୍ବାଇର ମେକ୍ଷଧାମ…
ଝାଡ଼ଖଣ୍ଡ ରୋପ୍-ୱେରେ ୧୬ଘଣ୍ଟା ଝୁଲି ରହିଲେ ୪୮, ଦୁଇ ମୃତ April 11, 2022 ଦେଓଘର ଜିଲା ଅନ୍ତର୍ଗତ ବାବା ବୈଦ୍ୟନାଥ ମନ୍ଦିର ନିକଟ ତ୍ରିକୁଟ ପାହାଡରେ ଏକ ବଡ଼ ଅଘଟଣ ଘଟିଯାଇଛି। ରୋକ୍-ୱେରେ ୪୮ଜଣ ଦୀର୍ଘ ସମୟ ଅଟକି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଜୀବନହାନୀ ହୋଇଥିବା କୁହାଯାଉଛି। ବାବା ବୈଦ୍ୟନାଥ ମନ୍ଦିର ନିକଟ ଅଞ୍ଚଳରେ…
ମହାନଦୀରେ ୩ ଜଣ ଭାସିଯିବା ଘଟଣା: ମିଳିଲା ଆଉ ଏକ ମୃତ ଦେହ April 11, 2022 ମହାନଦୀ ଯୋବ୍ରା ଘାଟରେ ଗତକାଲି ଗାଧୋଇବା ବେଳେ ୩ ଜଣ ବୁଡିଯାଇଥିଲେ। କାଲି ଜଣେ ନାବାଳକଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା ବେଳେ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଛୋଟୁ ଓରଫ ଆୟୋର୍ ଖାନ୍(୧7)।…
ଫାଣ୍ଡିରେ ନାବାଳକକୁ ନିର୍ଯାତନା ଅଭିଯୋଗ April 11, 2022 କଟକ ବଡ଼ ମେଡିକାଲ୍ ଫାଣ୍ଡି ହାଜତରେ ଜଣେ ନାବାଳକଙ୍କୁ ପୁଲିସ ଚୋରି ଅଭିଯୋଗରେ ୩ ଦିନ ଧରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କଟକ ଏସ୍ସିବି ମେଡିକାଲ ଫାଣ୍ଡି ପୁଲିସ୍ ବିରୋଧରେ ଆସିଛି। ସୂଚନା ଅନୁସାରେ, ଶୁକ୍ରବାର ୧୨…
ରାଜଧାନୀରେ ମର୍ଡର: ଛୁରାମାଡ଼ରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର April 11, 2022 ରାଜଧାନୀରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପିଏମ୍ଜି ଛକ ଫୁଟପାଥରେ ଦମ୍ପତି ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥାରେ ଆକ୍ରମଣ କରାଯାଇଥିବାର ସୂଚନା ମିଳିଛି। ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ…
ସୋମବାର ମୋଦୀ-ବାଇଡେନ ଆଲୋଚନା April 10, 2022 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଜୋସେଫ ଆର ବାଇଡେନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିବେ ବୋଲି ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କର ମୋଦୀଙ୍କ…
ଓଲଟିଲା ୨୦ ଶ୍ରମିକଙ୍କୁ ନେଇ ଯାଉଥିବା ପିକ୍ଅପ୍ ଭ୍ୟାନ୍ April 10, 2022 ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚାରବଙ୍ଗଳା ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୨୦ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳ…