ଖେଳ ତାଜା ଖବର ଦେଶ Asian Games 2026: India Win 2 More Gold Medals in Compound Archery and Mixed Trap September 30, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ 25 Years of Modi Governance: କୋଲକାତାରେ ହେବ ଜନସେବକଙ୍କ ମହାକୁମ୍ଭ; ମୋଦୀଙ୍କ ୨୫ ବର୍ଷର ଜନସେବା ପାଳନ କରିବ ବିଜେପି: ମନମୋହନ ସାମଲ September 30, 2026 Papirani
ଖେଳ ତାଜା ଖବର ଦେଶ Asian Games 2026: India Win 2 More Gold Medals in Compound Archery and Mixed Trap September 30, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ 25 Years of Modi Governance: କୋଲକାତାରେ ହେବ ଜନସେବକଙ୍କ ମହାକୁମ୍ଭ; ମୋଦୀଙ୍କ ୨୫ ବର୍ଷର ଜନସେବା ପାଳନ କରିବ ବିଜେପି: ମନମୋହନ ସାମଲ September 30, 2026 Papirani
ତାଜା ଖବର ରାଜ୍ୟ Alleged Murder at SCB: କଟକ ଏସସିବିରେ ଅଭାବନୀୟ ଘଟଣା: ମାନସିକ ରୋଗ ବିଭାଗରେ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ September 30, 2026 Papirani
ଦେଶ कठुआ में CISF जवान की अपने ही साथियों पर फायरिंग, असिस्टेंट कमांडर समेत 4 की मौत September 30, 2026 Nirvay
ତାଜା ଖବର ରାଜ୍ୟ ACF Soumya Ranjan Death Case: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଆବେଦନ ଖାରଜ September 30, 2026 Papirani
ଏଥର ବଜେଟ ସାଧାରଣ ଜନତାଙ୍କ ପାଇଁ ଲାଭପ୍ରଦ ହେବ: ପ୍ରଧାନମନ୍ତ୍ରୀ ମୋଦୀ January 31, 2023 ଏଜେନ୍ସୀ : ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ଭାରତର ବଜେଟ୍ ଉପରେ ପୂରା ବିଶ୍ୱର ଦୃଷ୍ଟି ରହିଛି…
୧୫ ଫୁଟ ତଳକୁ ଖସିଲା ଚିପ୍ସ ବୋଝେଇ ଟ୍ରକ୍ January 31, 2023 ନିର୍ଭୟ ମିଡ଼ିଆ : ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗେଲପୁର ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି । ଏକ ଚିପ୍ସ ବୋଝେଇ ଟ୍ରକ୍ଭାରସାମ୍ୟ ହରାଇ ଜାତୀୟ ରାଜପଥର ୧୫ ଫୁଟ ତଳକୁ ଖସି…
ଜଳିଗଲା ବ୍ୟବସାୟ ପ୍ରତିଷ୍ଠାନ, ୩ ଗୁରୁତର January 31, 2023 ନିର୍ଭୟ ମିଡ଼ିଆ : କଟକ : କଟକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ପାଖରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବ୍ୟବସାୟ ପ୍ରତିଷ୍ଠାନରର ଲାଗିଥିବା ରେକର୍ଡ ରୁମ୍ରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ…
ଆମ୍ବୁଲାନ୍ସ-ବସ୍ ମୁହାଁମୁହିଁ ଧକ୍କା January 31, 2023 ନିର୍ଭୟ ମିଡ଼ିଆ : ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ରାଧାନଗରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସକୁ ଯାତ୍ରୀବାହୀ ବସ୍ଧକ୍କା ଦେବାରୁ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଛନ୍ତି…
ଆଜିଠୁ କେନ୍ଦ୍ରୀୟ ବଜେଟ୍ ଅଧିବେଶନ, ୧ରେ ପୂର୍ଣ୍ଣାଙ୍ଗ ବଜେଟ୍ January 31, 2023 ଏଜେନ୍ସୀ : ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହେବ ୨୦୨୩-୨୪ ଆର୍ଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଏଥର ବଜେଟ୍…
ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ January 30, 2023 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗତକାଲି ଏଏସ୍ଆଇ ଗୋପାଳ ଦାସଙ୍କ ଗୁଳି ମାଡ଼ରେ ନିହତ ହେବା ପରେ ଆଜି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।…
ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସଇତାନ ସ୍ୱାମୀ: ଅଭିଯୁକ୍ତ ଥାନାରେ ଅଟକ January 30, 2023 ନିର୍ଭୟ ମିଡ଼ିଆ : ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଥିବା ଦିଘାଲ ବସ୍ତିରେ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଛି ସଇତାନ ସ୍ୱାମୀ । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି…
ନବ ଦାସଙ୍କୁ ଗୁଳିମାଡ଼ ଘଟଣା : ଏତଲା ଦେଲେ ବ୍ରଜରାଜନଗର ଥାନା ଅଧିକାରୀ January 30, 2023 ନିର୍ଭୟ ମିଡ଼ିଆ : ବ୍ରଜରାଜନଗର : ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି । କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧…
ଡିଭାଇଡରରେ ପିଟି ହୋଇ ଜଳିଗଲା ଯାତ୍ରୀବାହୀ ବସ୍ January 30, 2023 ନିର୍ଭୟ ମିଡ଼ିଆ : ନୟାଗଡ଼ : ଆଜି ସକାଳୁ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଫାଲ୍ପାଦୁଠାରେ ଏକ ବସ୍ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍ଟି ୨୦ ଯାତ୍ରୀଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା…
ଝାରସୁଗୁଡ଼ାରେ ପହଞ୍ଚôଲା ନବ ଦାସଙ୍କ ପାର୍ଥିବ ଶରୀର January 30, 2023 ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ଝାରସୁଗୁଡ଼ାରେ ପହଞ୍ଚିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର । ସେଠାରେ ନିଜ ପ୍ରିୟ ନେତାଙ୍କୁ ସହରବାସୀ ଶେଷ ଦର୍ଶନ କରିବା ପରେ ମୃତଦେହକୁ ଅନ୍ତିମ ସଂସ୍କାର କରାଯିବ । ଏଥିନିମନ୍ତେ ଝାରସୁଗୁଡ଼ାରେ…