ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରୁ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଆଶ୍ୱସ୍ତି ମିଳିନାହିଁ। ଦୀର୍ଘ ଦିନର ଆଇନଗତ ଲଢ଼େଇ ମଧ୍ୟରେ ବିଦ୍ୟାଭାରତୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ସ୍ୱତନ୍ତ୍ର ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଏହା ସହିତ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଦେଇଥିବା ଆଦେଶକୁ ସୁପ୍ରିମକୋର୍ଟ ଅପରିବର୍ତ୍ତିତ ରଖିଛନ୍ତି। ଅନୁରୀଣ ସୁରକ୍ଷା ହଟାଇଥିବା ହାଇକୋର୍ଟଙ୍କ ଆଦେଶ ବଳବତ୍ତର ରହିଛି ।

 

 

Leave a Reply

Your email address will not be published. Required fields are marked *