ଯୁବା ଭଲିବଲ : ଓଡ଼ିଶା ପୁରୁଷ ଓ ମହିଳା ଦଳର ବିଜୟ

ମହାରାଷ୍ଟ୍ରର ଇସଲାମପୁରଠାରେ ବର୍ତ୍ତମାନ ଅନୁଷ୍ଠିତ ହେଉଛି ୨୪ତମ ଯୁବା ଜାତୀୟ ଭଲିବଲ୍‌ ପ୍ରତିଯୋଗିତା । ଏଥିରେ ଭାଗ ନେଉଥିବା ପୁରୁଷ ଓ ମହିଳା ଦଳ ପ୍ରାରମ୍ଭିକ ମ୍ୟାଚଗୁଡିକରେ ବିଜୟ ପାଇଛନ୍ତି । ଓଡ଼ିଶା ପୁରୁଷ ଦଳ ଗୁଜୁରାଟକୁ ୩-୨ସେଟରେ ଏବଂ ପୁଡୁଚେରୀକୁ…

ଜାତୀୟ ହକି : କ୍ୱାର୍ଟରରେ ଓଡ଼ିଶା ମହିଳା ଦଳ

ଭୋପାଳରେ ଚାଲିଥିବା ଜାତୀୟ ସିନିୟର ମହିଳା ହକି ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ଓଡ଼ିଶା ଦଳ ପ୍ରବେଶ କରିଛି । ଶୁକ୍ରବାର ଦିନ ଓଡ଼ିଶା ମହିଳା ଦଳ ନିଜ ଶେଷ ପୁଲ୍‌ ମ୍ୟାଚରେ ହିମାଚଳପ୍ରଦେଶକୁ ୮-୦ ଗୋଲରେ ହରାଇଛି । ଦୀପ୍ତି ଲାକ୍ରା…

“କୋଉ ଆକାଶର ଜହ୍ନ ତୁ’

ଖୁବ୍‌ ଶୀଘ୍ର ଦର୍ଶକ ନୂଆ ଟେଲି ସିନେମାରେ ଏକ ନୂଆ ଯୋଡ଼ିକୁ ଦେଖିବାକୁ ପାଇବେ । ଏହି ଦୁଇ କଳାକାରଙ୍କ ମଧ୍ୟରୁ ଜଣେ ହେଲେ ଓଲିଉଡର ଲୋକପ୍ରିୟ ଅଭିନେତା ମଣ୍ଟୁ ଓ ଆର ଜଣକ ହେଲେ ଚୁଲୁବୁଲି ନାୟିକା ଦିବ୍ୟାଦିଶା ।…

ଚର୍ଚ୍ଚାରେ ‘ଏକ୍ସପୋଜ୍‌’

ନୂଆ ଓଡ଼ିଆ ୱେବ୍‌ ସିରିଜ୍‌ “ଏକ୍ସପୋଜ୍‌’ ଏବେ ଚର୍ଚ୍ଚାରେ ରହିଛି । କଞ୍ଚାଲଙ୍କା ଓଟିଟି ପ୍ଲାଟ୍‌ଫର୍ମରେ ଷ୍ଟ୍ରିମିଙ୍ଗ୍‌ ହେଉଥିବା “ଏକ୍ସପୋଜ୍‌’ରେ ସୋମେଶ ମହାନ୍ତି ଓ ମେଘନା ମିଶ୍ର, କାବ୍ୟା କିରଣ, ବିକ୍ରମ କେଶରୀ ମହାନ୍ତି, ଶକ୍ତି ବରାଳ, ସୁକାନ୍ତ ରଥ ଓ…

ଅଶୋକଙ୍କ ଦୁଇଟିରେ ରୀୟା

ଓଲିଉଡର ଲୋକପ୍ରିୟ ନାୟିକା ରୀୟା ଦେ ବିଗତ ୧୨ ବର୍ଷ ଧରି ଓଡ଼ିଆ ସିନେଜଗତରେ ସକ୍ରିୟ ଅଛନ୍ତି। ସେ ଏହି ସମୟ ଭିତରେ ଅଧିକାଂଶ ଆଗଧାଡ଼ିର ନିର୍ଦେଶଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ଅଶୋକ ପତି। ଅଶୋକଙ୍କ…

୨୧ରୁ ଆରମ୍ଭ ମାଟ୍ରିକ ଖାତା ମୂଲ୍ୟାୟନ

ନିର୍ଭୟ : ସୂଚନା ମୁତାବକ ମାଟ୍ରିକ ବୋର୍ଡ଼ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ମତ ଅନୁଯାଇ ଆସନ୍ତା ୨୧ରୁ ଆରମ୍ଭ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ଏଥିପାଇଁ ୨୦…

ଫସର ଫାଟିଲା ନକ୍ସଲ ଖଞ୍ଜିଥିବା ପ୍ରେସର କୁକର ବୋମା

ମାଲକାନଗିରି(ନିର୍ଭୟ) : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ନକ୍ସଲ ଆତଙ୍କୀ କାଣ୍ଡରେ ଫସର ଫାଟିଲା ନକ୍ସଲ ଖଞ୍ଜିଥିବା ପ୍ରେସର କୁକର ୫ କିଲୋ ବୋମା। ସୂଚନା ମୁତାବକ ୧୬୫ ସିଆରପିଏଫ୍ ବାଟାଲିୟନର ଯବାନଙ୍କୁ ନକ୍ସଲ କରିଥିଲେ ଟାର୍ଗେଟ। ମାଟିତଳେ ଖଞ୍ଜିଥିଲେ ପ୍ରେସର…

ବସ୍‌ରେ ଲାଗିଲା ଭୟାଭୟ ନିଆଁ ଜଳିଗଲେ ୪ ଶ୍ରଦ୍ଧାଳୁ ଆଉ ୨୦ ଜଣଙ୍କ ଆହତ ଅବସ୍ଥା

ଜମ୍ମୁ: ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ଏକ ବସରେ ଲାଗିଥିଲା ଭୟାଭୟ ଅଗ୍ନିକାଣ୍ଡ ବସ୍‌ ନଂ ଜେକେ୧୪/୧୮୩୧। ଜଳିଗଲେ ୪ ଶ୍ରଦ୍ଧାଳୁ ଆଉ ୨୦ ଜଣ ଗୁରୁତ୍ୱର ଅବସ୍ଥାରେ। ଏପରି ଅଭାବନୀୟ ଘଟଣା ଘଟିଛି ଜମ୍ମୁ-କଶ୍ମୀରର କତ୍ରାରେ ନିକଟରେ।…

୨୪ ବର୍ଷ ପରେ ଅଲଗା ହେବେ ସୋହେଲ ଓ ସୀମା

ମୁମ୍ବାଇ : ସୋହେଲ ଖାନ ଓ ପତ୍ନୀ ସୀମାଙ୍କ ମଧ୍ୟରେ ଶେଷ ହେଲା ପ୍ରେମ କାହାଣୀ। ହୋଇପାରେ ଛାଡ଼ପତ୍ର। ବଲିଉଡ଼ ଚଳଚ୍ଚିତ୍ର ଦୁନିଆର ସଲ୍ମାନ ଖାନ କିଏ ବା ନ ଚିହ୍ନେ। ତାଙ୍କ ପରିବାର କୁ ବି ସମସ୍ତେ ଭଲ ଭାବରେ…

ଖାଇ ପିଇ ସୋଇ ଜଳିଗଲେ , ମା ଓ ଦୁଇ ଶିଶୁଙ୍କ ମିଳିଲା ଜୀବନ୍ତ ଦଗ୍ଧ ଶରୀର ସନ୍ଦେହ ଘେରରେ ସ୍ୱାମୀ ଓ ସଉତୁଣୀ

ସାରସକଣା : ଘରେ ଖାଇ ଶୋଇଲା ପରେ ଘଟିଛି ଅଘଟଣ ପ୍ରାୟ ଅଧା ରାତିର ଶେପହାର, ଘରେ ଲାଗିଥିଲା ନିଆଁ ତାପରେ ଜଳିଗଲେ ମା ପିଲା ୩ ଜଣ ମିଳିଥିଲା ୩ ଜୀବନ୍ତ ଦଗ୍ଧ ଶରୀର। ଏହା ଅଜବ ହେଲେ ବି…