ପାରା ବ୍ୟାଡ଼ମିଣ୍ଟନ ପି୍ର କ୍ୱାର୍ଟରରେ ପ୍ରମୋଦ ଓ ଦୀପରଂଜନ

ବାହରେନରେ ଚାଲିଥିବା ଇଣ୍ଟର ନ୍ୟାସନାଲ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳରୁ ଖେଳୁଥିବା ଓଡ଼ିଶାର ପ୍ରମୋଦ ଭଗତ ଓ ଦୀପରଂଜନ ବିଶୋଇ ପି୍ରକ୍ୱାର୍ଟରରେ ପ୍ରବେଶ କରିଛନ୍ତି । ବାହରେନର ରାଜଧାନୀ ମାନାମାଠାରେ ଏହି ପ୍ରତିଯୋଗିତା ଚାଲିଛି । ମିକ୍ସ ଡବଲ୍ସରେ ପ୍ରମୋଦ…

ସିନିୟର ମହିଳା ହକି : ଓଡ଼ିଶା ଚମ୍ପିଆନ

ଭୋପାଳରେ ଓଡ଼ିଶା ମହିଳା ହକି ଦଳ ଏକ ବଡ଼ ବିଜୟ ହାସଲ କରିଛି । ୧୨ତମ ଜାତୀୟ ସିନିୟର ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା ଦଳ ହକି କର୍ଣ୍ଣାଟକକୁ ୨-୦ଗୋଲରେ ହରାଇ ଚମ୍ପିଆନ ହୋଇଛି । ପ୍ରଥମରୁ ଦୁଇ ଦଳ ଆକ୍ରମଣ…

କୋଭିଡ ପାଇଁ ସ୍ଥଗିତ ରହିଲା ଏସିଆନ୍‌ ପାରା ଗେମ୍ସ

ପ୍ରଚଣ୍ଡ କୋଭିଡ ମହାମାରୀ ଭିତରେ ସନ୍ତୁଳିତ ହେଉଥିବା ଚୀନରୁ ପର୍ଯ୍ୟାୟକ୍ରମେ ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ ରହିବା ଆରମ୍ଭ ହୋଇସାରିଛି । ଏସିଆନ୍‌ ଗେମ୍ସ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା ବେଳେ ମଙ୍ଗଳବାର ଏସିଆନ୍‌ ପାରା ଗେମ୍ସ ମଧ୍ୟ…

ପଦରୁ ହଟିଲେ ଜ୍ଞାନବ୍ୟାପୀ ସର୍ଭେ କମିଶନର

ଜ୍ଞାନବ୍ୟାପୀ ମାମଲାରେ ମଙ୍ଗଳବାର ବାରଣାସୀ କୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । ବିଚାରପତି ରବି କୁମାର ଦିବାକର କୋର୍ଟ କମିଶନର ଅଜୟ ମିଶ୍ରଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି । ତାଙ୍କ ଉପରେ ସ୍ପେଶାଲ ଆଡଭୋକେଟ କମିଶନର ବିଶାଳ ସିଂହ ଆରୋପ…

ପ୍ରଥମ ଦିନରୁ ନିବେଶକଙ୍କୁ ଝଟକା ୯% ରିହାତିରେ ତାଲିକାଭୁକ୍ତ ହେଲା ଏଲ୍‌ଆଇସି

ଦେଶର ସବୁଠୁ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ମଙ୍ଗଳବାର ଶେୟାର ବଜାରରେ ତାଲିକାଭୁକ୍ତ ହୋଇଛି । କମ୍ପାନୀର ଷ୍ଟକ ମଙ୍ଗଳବାର ନିଜ ଅଫର ପ୍ରାଇସ୍‌ ବ୍ୟାଣ୍ଡରୁ ୯ ପ୍ରତିଶତ ଡିସ୍‌କାଉଣ୍ଟରେ ତାଲିକାଭୁକ୍ତ ହେବା ଅର୍ଥ ହେଉଛି…

ଆସାମରେ ବନ୍ୟା ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଆସାମରେ ବନ୍ୟା ଯୋଗୁ ସ୍ଥିତି ସଙ୍ଗୀନ ହୋଇଉଠିଛି । ରାଜ୍ୟର କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ ଏବଂ ଦୀମା ହସାଓ ସମେତ ୨୪ଜିଲ୍ଲାରେ ବନ୍ୟା ପାଇଁ ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁ…

ଗହମ ରପ୍ତାନୀ ରୋକ, ବିଶ୍ୱରେ ସୃଷ୍ଟି କଲାଣି ଖାଦ୍ୟ ସଂକଟ

ଦରଦାମ ବୃଦ୍ଧି ଏବଂ ଦେଶରେ ଗହମ ସଂକଟକୁ ଦୃଷ୍ଟିରେ ରଖି ଭାରତ ସରକାର ଗହମ ରପ୍ତାନୀ ଉପରେ ଲଗାଇଛନ୍ତି କଟକଣା। ଏଥର ବହୁ ପୂର୍ବରୁ ହିଟ୍‌ ୱେଭ୍‌ ଆସିବା ଗହମ ଉତ୍ପାଦନକୁ ପ୍ରଭାବିତ କରିଛି । ଉତ୍ପାଦନ କମ୍‌ ଏବଂ ଚାହିଦା…

ସର୍ଜରୀ ନେଇ ଗଲା ଜୀବନ

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜ ଏବେ ପ୍ରାଣ ହରାଇଛନ୍ତି। କନ୍ନଡ ଟିଭି ଜଗତରେ ଜଣେ ଲୋକପ୍ରିୟ କଳାକର। ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ। ରିପୋର୍ଟ ମୁତାବକ, କସମେଟିକ ସର୍ଜରୀ ନେଲା ଜୀବନ। ଅକାଳରେ ପ୍ରାଣ ହରାଇଛନ୍ତି…

ମୃତ୍ୟୁ ପରେ ବିବି ଜୀବିତ ହୋଇ ରହିବେ ୧୪ ବର୍ଷର ସ୍ମୃତି ସମୃଦ୍ଧି

କଟକ: ମୃତ୍ୟୁ ପରେ ସ୍ମୃତିଙ୍କ କିଡନୀ ଲାଗିଛି ଆଉ ୨ ଜଣଙ୍କ ଦେହରେ। ସ୍ମୃତିଙ୍କ ବ୍ରେନ୍ ଡେଡ୍ ପରେ ପରିବାର ଲୋକେ ତାଙ୍କ କିଡନୀକୁ ଦାନ କରିଛନ୍ତି। କିଡନୀ ଦାନ କରିଥିବା ଝିଅ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀଙ୍କ…

ମୁଖ୍ୟ ମନ୍ତ୍ରୀଙ୍କ ଯୋଗ ଦାନରେ କାଲି ହେବ ତାରାତାରିଣୀ ପ୍ରତିଷ୍ଠା

ନିର୍ଭୟ : ଗଞ୍ଜାମ ଜିଲ୍ଲାରେ ଥିବା ମା ତାରାତାରିଣୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବେ ମୁଖ୍ୟ ମନ୍ତ୍ରୀ। ଏହି ଉତ୍ସବର ଖୁବ ଧୁମ ଧାମରା ସହିତ ହେବ ସହିତ ବହୁ ଜନସମାବେଶ ହେବାର ଆଶଙ୍କା ରହିଛି। ଏଥିପାଇଁ ସାରା ଗଞ୍ଜାମ…