ବର୍ଷାରେ ବେହାଲ ରାଜସ୍ଥାନ, ଭାସିଗଲା କାର୍‌

ଏଜେନ୍ସୀ : ଜୟପୁର : ପ୍ରବଳ ଗରମ ଭିତରେ ରାଜସ୍ଥନବାସୀଙ୍କୁ ମିଳିଛି ଆଶ୍ୱସ୍ତି । ତେବେ ସୋମବାର ପ୍ରାକ୍‌ ମୌସୁମୀ ବର୍ଷାରେ ଏଠାକାର ସ୍ଥିତି ବେହାଲ ହୋଇପଡିଛି । ପ୍ରାୟ ୬ ଘଣ୍ଟା ଧରି ବର୍ଷା ହେବା ଯୋଗୁ ଅନେକ ସ୍ଥାନରେ…

ପୁଣି ଇଡିରେ ହାଜର ହେଲେ ରାହୁଲ, ଆଜି ଦ୍ୱିତୀୟ ରାଉଣ୍ଡ ଜେରା

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଙ୍ଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଆଜି ଦ୍ୱିତୀୟ ରାଉଣ୍ଡ ଜେରା କରିବ । ସୋମବାର ମଧ୍ୟ…

ମୋଦିଙ୍କ ବଡ଼ ଘୋଷଣା, ଦେଢ଼ ବର୍ଷରେ ମିଳିବ ୧୦ ଲକ୍ଷ ଚାକିରି

ଏଜେନ୍ସୀ : ନୂଆଦିଲ୍ଲୀ : ଲୋକଙ୍କୁ ସରକାରୀ ଚାକିରି ଦେବା କ୍ଷେତ୍ରରେ ମୋଦି ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ । ଏନେଇ ଆଜି ମୋଦି ସରକାରଙ୍କ ପକ୍ଷରୁ…

ସେନା ଗୁଳିରେ ୩ ଆତଙ୍କୀ ସଫା, ଟାର୍ଗେଟ୍‌ରେ ଥିଲେ ଅମରନାଥ ଯାତ୍ରୀ

ଏଜେନ୍ସୀ : ଶ୍ରୀନଗର : ଜମ୍ମୁ କଶ୍ମୀରରେ ଲଗାତର ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅପରେସନ ଜାରି ରହିଛି । ମଙ୍ଗଳବାର ସକାଳେ ଶ୍ରୀନଗରର ବେମିନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାମୁହିଁ ହୋଇଥିଲେ । ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ…

ଆଜି ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନିର୍ଦ୍ଧାରିତ ସମୟରେ…

୫ ଦିନ ହେଲା ଗର୍ତ୍ତ ଭିତରେ ଜୀବନ ସହ ସଂଗ୍ରାମ କରୁଛି ରାହୁଲ, ଚାଲିଛି ଉଦ୍ଧାର କାର୍ଯ୍ୟ

ଏଜେନ୍ସୀ : ଛତିଶଗଡ଼ : ଜାରି ରହିଛି ଅପରେସନ୍‌ ରାହୁଲ । ଛତିଶଗଡ଼ରେ ଆଜିକୁ ୫ ଦିନ ହେବ ବୋରୱେଲ୍‌ ଭିତରେ ୧୧ ବର୍ଷର ପୁଅ ରାହୁଲ ଫସିଛି । ତାକୁ ଉଦ୍ଧାର କରିବା ପାଇଁ ଲଗାତାର ଖନନ କାର୍ଯ୍ୟ ଚାଲିଛି…

ନନ୍ଦପୁର ବ୍ଲକର ୫ ଗୋଟି ଗ୍ରାମରେ ଆଜିବି ବିକାଶ ଅପହଞ୍ଚ

ନିର୍ଭୟ ମିଡ଼ିଆ : ନନ୍ଦପୁର : ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହା ବାସ୍ତବ କ୍ଷେତ୍ରରେ କେତେ ବିକାଶ ହୋଇଛି କୋରାପୁଟ ଭଳି ଏକ ଅପହଞ୍ଚ ଜ଼ିଲ୍ଲାକୁ ଦେଖିଲେ ସମ୍ପୂର୍ଣ୍ଣ ବାରି ହେଇପଡୁଛି। ସ୍ୱାଧୀନତାର ଅନେକ ବର୍ଷ ଅତିକ୍ରମ…

ବିଭିନ୍ନ ଦାବି ପୂରଣ ନେଇ ପାଚିକା ସହାୟିକା ସଙ୍ଘ ପକ୍ଷରୁ ରାଲି ଓ ବିକ୍ଷୋଭ

ନିର୍ଭୟ ମିଡ଼ିଆ : ଫୁଲବାଣୀ : ବିଭିନ୍ନ ଦାବି ପୂରଣ ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ସୋମବାର ଏକ ରାଲି ମାଦିକୁନ୍ଦା ଛକରୁ ବାହାରି ବିଜୁ ପଟନାୟକ ଛକ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ…

କନ୍ଧମାଳ ଜିଲ୍ଲା କୋଟଗଡ଼ ବିଡ଼ିଓ ଙ୍କ ମନମୁଖି କାରବାର,

ନିର୍ଭୟ ମିଡ଼ିଆ : ଫୁଲବାଣୀ : ପ୍ରିୟାପ୍ରୀତି ତୋଷଣ ନୀତି ଓ ସର୍ବୋପରି ଅଧସ୍ତନ କର୍ମଚାରୀଙ୍କ ଦରମା ବନ୍ଦ, ଦୁର୍ବ୍ୟବହାର ପ୍ରଦର୍ଶନରେ ଅତିଷ୍ଠ ହୋଇପଡିଲେଣି ଅଧସ୍ଥନ କର୍ମଚାରୀ ମାନେ । ଫଳରେ ପିଇଓ ସଙ୍ଘ ପକ୍ଷରୂ ଏନେଇ କନ୍ଧମାଳ ଜିଲାପାଳଙ୍କୁ ସ୍ମାରକ…

ଅମଲାଭଟ୍ଟା ଛକ ମାଉସୀମା ମନ୍ଦିର ଜାଗା ଜବର ଦଖଲ କାରୀ ଗିରଫ, ବିଶ୍ବହିନ୍ଦୁ ପରିଷଦର ହସ୍ତକ୍ଷେପ

ନିର୍ଭୟ ମିଡ଼ିଆ : ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଅମଲା ଭଟ୍ଟା ଛକରେ ଥିବା ମାଉସୀ ମାଁ ମନ୍ଦିରର ଜବରଦଖଲ ମାମଲାରେ ରାୟଗଡ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର ହସ୍ତକ୍ଷେପ ଲୋଡିଲେ ଅନନ୍ତ ବାସୁଦେବ ମନ୍ଦିର ପରିଚାଳନା କମିଟି। ବିଶ୍ବହିନ୍ଦୁ ହସ୍ତକ୍ଷେପରେ…