Month: June 2022

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ

ଏଜେନ୍ସୀ : ମୁମ୍ବାଇ : ଭାଜପାର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଉଦ୍ଧବ ଠାକରେଙ୍କ ସରକାରକୁ ଭାଙ୍ଗିବାରେ ସହାୟତା କରିଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ଭୂସ୍ଖଳନରେ ୭ ଯବାନ ସହିଦ, ୨୫ ନିଖୋଜ

ଏଜେନ୍ସୀ : ଇମ୍ଫାଲ : ମଣିପୁରରେ ଲଗାତର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ବୁଧବାର ବିଳମ୍ବିତ ରାତିରେ ନୋନି ଜିଲ୍ଲାର ତୁପୁଲ ୟାର୍ଡ ରେଲୱେ ଷ୍ଟେସନ କ୍ୟାମ୍ପ ନିକଟରେ ମୁତୟନ ଥିବା ୧୦୭ ବାଟାଲିୟନ ନିକଟରେ ଭୂସ୍ଖଳନ ହୋଇଛି। ଏଥିରେ ୭…

ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)। ତାଙ୍କ ନାଁ ରାଜେନ୍ଦ୍ର କୁମାର ବେହେରା। ସେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁରୁବୁଡ଼ି ପଞ୍ଚାୟତରେ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ…

ତେଜସ୍ୱୀ ଯାଦବଙ୍କ ଶକ୍ତି ବୃଦ୍ଧି, ବିହାରରେ ବଦଳୁଛି ରାଜନୈତିକ ସମୀକରଣ

ଏଜେନ୍ସୀ : ପାଟନା : ବିହାରରେ ତେଜସ୍ୱୀ ଯାଦବଙ୍କ ଆରଜେଡି ବଡ଼ ଦଳ ଭାବେ ଉଭା ହୋଇଛି। ଏଆଇଏମଆଏମର ୪ ଜଣ ବିଧାୟକ ବିରୋଧୀ ଆରଜେଡିରେ ମିଶିବା ପରେ ଦଳ ଅଧିକ ସଶକ୍ତ ହୋଇଛି। ୨୪୩ ବିଶିଷ୍ଟ ବିହାର ବିଧାନସଭା ଆସନରୁ…

ଉଦ୍ଧବ ଠାକରେଙ୍କୁ ବାଣ ମାରିଲେ କଙ୍ଗନା

ଏଜେନ୍ସୀ : ମୁମ୍ବାଇମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ହେଲା ହାଇ ଭୋଲଟେଜ ଡ୍ରାମା ଜାରି ରହିଛି। ଏଠାରେ ଘଡିକେ ଘୋଡା ଛୁଟୁଛି। ବୁଧବାର ବିଳମ୍ବିତ ରାତିରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଓ ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ଦେଇଥିଲେ।…

ବଡ଼ଦାଣ୍ଡରେ ୩ ରଥ, ରାତି ପାହିଲେ ବିଜେ ହେବେ ନୀଳାଦ୍ରିନାଥ

ନିର୍ଭୟ ମିଡ଼ିଆ : ପୁରୀ ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଲୋକାରଣ୍ୟ ହୋଇଉଠିବ ବଡଦାଣ୍ଡ। ଶ୍ରୀମନ୍ଦିରଠୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ଭକ୍ତ ଗହଳିରେ ପରିପୂର୍ଣ୍ଣ ହେବ ପଥ । ଏହା ପୂର୍ବରୁ ଆଜି ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ହେଲେଣି ନନ୍ଦିଘୋଷ,…

ପେଟା ନାଳରେ ପଶିଲେ ବିଧାୟକ

ନିର୍ଭୟ ମିଡ଼ିଆ : କଟକ : ପେଟା ନାଳର ପୁନଃରୁଦ୍ଧାର ପାଇଁ ମିଳିଛି ଅନୁମତି । ବିଧାନସଭାରେ ପାସ୍ ହୋଇ ସାରିଛି ବିଲ୍ । ତଥାପି ଶୁଣୁ ନାହାନ୍ତି ସରକାର । ଆରମ୍ଭ ହେଉନି କାମ । ଏହା ପ୍ରତିବାଦରେ ବାରବାଟୀ…

ଟେଷ୍ଟ ମ୍ୟାଚ୍ ଆରମ୍ଭ ପୂର୍ବରୁ ଅଘଟଣ, ଭାଙ୍ଗିଲା ଷ୍ଟାଡିୟମ ଛାତ

ଏଜେନ୍ସୀ : ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍ ଆରମ୍ଭ ପର୍ବରୁ ଅଘଟଣ। ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁ ବ୍ୟାପକ କ୍ଷତି। ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ପୂର୍ବରୁ ପ୍ରବଳ ବର୍ଷା…

କହ୍ନେୟା ଲାଲ ହତ୍ୟାକାଣ୍ଡ: କର୍ଫ୍ୟୁ ସତ୍ତ୍ୱେ ବାହାରିଲା ବିଶାଳ ଶୋଭାଯାତ୍ରା

ଏଜେନ୍ସୀ : ଉଦୟପୁର : ରାଜସ୍ଥାନ ଉଦୟପୁରର ଦରଜୀ କହ୍ନେୟା ଲାଲ ହତ୍ୟାକାଣ୍ଡ ପ୍ରତିବାଦାରେ ଆଜି ଏକ ବିଶାଳ ଶୋଭାଯାତ୍ରା ବାହାରିଛି। ବିଭିନ୍ନ ହିନ୍ଦୁ ସଙ୍ଗଠନର ପ୍ରାୟ ୧୦୦୦ ଜଣ ବିକ୍ଷୋଭକାରୀ ଏହି ରାଲିରେ ସାମିଲ ହୋଇଛନ୍ତି। ଗେରୁଆ ପତାକା ଧରି…

ହିତାଧିକାରୀଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲି ଟଙ୍କା ହଡ଼ପ !

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ହିତାଧିକାରୀଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲି ବିଭିନ୍ନ ସମୟରେ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ପିଠାହତା ପଞ୍ଚାୟତର ସାନ ନୂଆଗାଁ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ନିରୀହ ଆଦିବାସୀଙ୍କ…