ଦେଶ ରାଜ୍ୟ Pradhan Mantri Rashtriya Bal Puraskar: ଜ୍ୟୋତ୍ସ୍ନା ଶବରଙ୍କୁ ମିଳିଲା ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ December 26, 2025 Nirvay
ଦେଶ ରାଜ୍ୟ Pradhan Mantri Rashtriya Bal Puraskar: ଜ୍ୟୋତ୍ସ୍ନା ଶବରଙ୍କୁ ମିଳିଲା ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ December 26, 2025 Nirvay
ତାଜା ଖବର ରାଜନୀତି ରାଜ୍ୟ Odisha Congress Protest: ୨୯ ଡିସେମ୍ବର ରାଜ୍ୟବ୍ୟାପୀ ବିଦ୍ୟୁତ କାର୍ଯ୍ୟାଳୟରେ ପଡ଼ିବ ତାଲା: ଭକ୍ତ ଦାସ December 26, 2025 Papirani
ତାଜା ଖବର ରାଜ୍ୟ Gyanesh Kumar visit Odisha: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର December 26, 2025 Papirani
ତାଜା ଖବର ଦେଶ ରାଜନୀତି Kerala’s municipal corporations get new mayors: କେରଳରେ ବିଜେପିର ପ୍ରଥମ ମେୟର ହେଲେ ଭିଭି ରାଜେଶ December 26, 2025 Papirani
ଜିଏସ୍ଟି ପରିଷଦ ବୈଠକ : ବଡ଼ ଘୋଷଣା ନାହିଁ, ଅନ୍ଲାଇନ ଗେମିଂ ଉପରେ ବି ଅଟକିଲା ମାମଲା June 29, 2022 ଏଜେନ୍ସୀ : ନୂଆଦିଲ୍ଲୀଚଣ୍ଡୀଗଡ଼ରେ ଚାଲିଥିବା ଜିଏସ୍ଟି ପରିଷଦର ଦୁଇଦିନିଆ ବୈଠକ ଶେଷ ହୋଇଛି । ୬ମାସ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ପ୍ରଥମ ଦିନରେ କିଛି ବଡ଼ ପ୍ରସ୍ତାବ ଉପରେ ମୋହର ଲାଗିଥିଲା ବେଳେ ଶେଷ ଦିନ…
ଉଦୟପୁର ଘଟଣାର ପୂର୍ଣ୍ଣାଙ୍ଗ ଯାଞ୍ଚ କରିବ ଏନ୍ଆଇଏ June 29, 2022 ଏଜେନ୍ସୀ : ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁର ସହରରେ ଯେଉଁ ବର୍ବରଚିତ ହତ୍ୟାକାଣ୍ଡ ଘଟିଛି ତାହାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଅବିହିତ କରିଛି କେନ୍ଦ୍ର ଗୃହବିଭାଗ । ଏହାର ପୂର୍ଣ୍ଣାଙ୍ଗ ଯାଞ୍ଚ ଏନ୍ଆଇଏ ବା ଜାତୀୟ ତଦନ୍ତକାରୀ ସଂସ୍ଥା କରିବାକୁ…
ରାଫେଲ ଠାରୁ ମଧ୍ୟ ରାଜ୍ୟପାଳ ଦ୍ରୁତ : ରାଉତ June 29, 2022 ଏଜେନ୍ସୀ : ମୁମ୍ବାଇ : ଉଦ୍ଧବ ଥାକରେ ନେତୃତ୍ୱାଧିନ ସରକାର ଗୁରୁବାର ସୁଦ୍ଧା ବହୁମତ ସାବ୍ୟସ୍ତ କରିବା ଲାଗି ମହାରାଷ୍ଟ୍ର ରାଜ୍ୟପାଳ ଯେଉଁ ଆଦେଶ ଦେଇଛନ୍ତି ବୁଧବାର ଦିନ ତାହାକୁ ସମ୍ପୂର୍ଣ୍ଣ ବେଆଇନ୍ ବୋଲି ବତାଇଛନ୍ତି ଶିବସେନା ନେତା ସଂଜୟ ରାଉତ…
ଆସାମ ବନ୍ୟା ପାଇଁ ୫୧ଲକ୍ଷ ସହାୟତା ଦେଲେ ଶିବସେନା ବିଦ୍ରୋହୀ June 29, 2022 ଏଜେନ୍ସୀ : ଗୌହ୍ୱାଟୀ : ଆସାମ ଛାଡି ଗୋଆ ଯିବା ଆଗରୁ ଏକନାଥ ସିଂଦେଙ୍କ ନେତୃତ୍ୱରେ ଥିବା ଶିବସେନାର ବିଦ୍ରୋହୀ ବିଧାୟକମାନେ ବଡ଼ ଘୋଷଣା କରିଛନ୍ତି । ପ୍ରାୟ ସପ୍ତାହାରୁ ବେଶି ଦିନ ହେଲାଣି ସେ ଆସାମର ରାଜଧାନୀରେ ଥିବା ଏକ…
ଅଗ୍ନିପଥ ଉପରେ ମମତାଙ୍କ କଟାକ୍ଷ, ଭାଜପା କର୍ମୀଙ୍କୁ ଚାକିରି ଦେବାକୁ ଯୋଜନା June 29, 2022 ଏଜେନ୍ସୀ : କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବୁଧବାର ଦିନ ଅଗ୍ନିପଥ ଯୋଜନାକୁ ନେଇ କରିଛନ୍ତି ଜୋରଦାର ହମଲା । ସେ କହିଛନ୍ତି ଯେ ଏହି ଅଗ୍ନିପଥ ଯୋଜନା…
ଭାଜପା ସହ ମିଶ୍ରଣର ପ୍ରଶ୍ନ ନାହିଁ : ସିଂଦେ ସମର୍ଥକ June 29, 2022 ଏଜେନ୍ସୀ : ଗୌହ୍ୱାଟୀ : ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କ ଗୁରୁବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାର ନିର୍ଦ୍ଦେଶସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବା ଅବସ୍ଥାରେ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଆସିଛି ବଡ଼ ବୟାନ । ସିଂଦେ କ୍ୟାମ୍ପର ଜଣେ ବରିଷ୍ଠ ନେତା…
ଟ୍ରକକୁ ପଛରେ ପିଟିଲା କାର୍, ୮ ଗୁରୁତର June 29, 2022 ନିର୍ଭୟ ମିଡ଼ିଆ : ନୟାଗଡ଼ : ସୋନପୁର ଜିଲ୍ଲାରୁ ପୁରୀ ଆସୁଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ। ହେଲେ ବାଟରେ ଘଟିଗଲା ଅଘଟଣ । ଡ୍ରାଇଭରର ଆଖି ଲାଗି ଯିବାରୁ ଘଟିଲା ଦୁର୍ଘଟଣା । ଏକ ଟ୍ରକ୍ ପଛ ପଟେ ଦ୍ରୁତ…
ଋଣ ସୁଝି ନ ପାରି ଚାଷୀଙ୍କ ଆତ୍ମହତ୍ୟା June 29, 2022 ନିର୍ଭୟ ମିଡ଼ିଆ : ସୁବର୍ଣ୍ଣପୁର : ଋଣ ସୁଝି ନ ପାରି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏହି ଚାଷୀ ଜଣକ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଟୁନିଆମୁଣ୍ଡା ଗାଁର ଭଗବାନ ଜୁଆଡ଼ୀ। ସେ ବ୍ୟାଙ୍କ ଋଣ କରିବା ସହ ହାତ…
ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର June 29, 2022 ନିର୍ଭୟ ମିଡ଼ିଆ : ନବରଙ୍ଗପୁର : ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ଜଙ୍ଗଲରୁ ଏହି ମୃତଦେହ ମିଳିଛି । କାଜୁ ଜଙ୍ଗଲଟି ଗ୍ରାମ…
ଅପହରଣ ପରେ ସରପଞ୍ଚଙ୍କ ଗଳାକାଟି ହତ୍ୟା June 29, 2022 ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲା ତୋୟନାର ଥାନା ଅନ୍ତର୍ଗତ ମୋରମେଡ଼ ଗ୍ରାମପଞ୍ଚାୟତରେ ସରପଞ୍ଚଙ୍କୁ ଗତକାଲି ବିଳମ୍ବିତ ରାତିରେ ଗଳାକାଟି ହତ୍ୟା କଲେ ନକ୍ସଲ । ଜିଲ୍ଲାରେ ନିଜର ଉପସ୍ଥିତ ଜାହିର…