ବ୍ୟବସାୟ Risk Allowance Hike: ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେଲା SOG ଯବାନ ଓ ଅଧିକାରୀ ମାନଙ୍କ Risk Allowance December 25, 2025 Papirani
ବ୍ୟବସାୟ Chandbali minor girl’s rape-murder case: ୨୭ ତାରିଖରେ ଭକ୍ତଙ୍କ ନେତୃତ୍ୱରେ ଚାନ୍ଦବାଲି ଗସ୍ତ କରିବେ ପିସିସି ପ୍ରତିନିଧି ଦଳ December 25, 2025 Papirani
ବ୍ୟବସାୟ Risk Allowance Hike: ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେଲା SOG ଯବାନ ଓ ଅଧିକାରୀ ମାନଙ୍କ Risk Allowance December 25, 2025 Papirani
ବ୍ୟବସାୟ Chandbali minor girl’s rape-murder case: ୨୭ ତାରିଖରେ ଭକ୍ତଙ୍କ ନେତୃତ୍ୱରେ ଚାନ୍ଦବାଲି ଗସ୍ତ କରିବେ ପିସିସି ପ୍ରତିନିଧି ଦଳ December 25, 2025 Papirani
ରାଜ୍ୟ Atal Bihari Vajpayee’s Birth Anniversary: ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି December 25, 2025 Nirvay
ଦେଶ Atal Bihari’s 101st Birthday: ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମୋଦି December 25, 2025 Nirvay
ଦେଶ Merry Christmas: ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚରେ ପ୍ରାର୍ଥନା ସଭାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି December 25, 2025 Nirvay
ଭୁବନେଶ୍ୱରରେ ଦ୍ରୋପଦୀ ମୁର୍ମୁ, ନାଚଗୀତରେ ଦୁଲୁକିଲା ବିମାନବନ୍ଦର July 8, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚôଲେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ । ବିମାନବନ୍ଦରରେ ପହଞ୍ଚôବା ପରେ ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ଢୋଲ ଓ ଦୁଲଦୁଲି ବାଜାର…
ଆହୁରି ୫ ଦିନ ପର୍ୟ୍ୟନ୍ତ ପ୍ରବଳ ବର୍ଷିବ! July 7, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୫ ଦିନ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ। କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ…
କୋଟିଆରେ ସଂସଦଙ୍କ ପ୍ରବେଶ ନେଇ ପୋଲିସ ପ୍ରଶାସନ ବାଧକ July 7, 2022 ନିର୍ଭୟ ମିଡ଼ିଆ : କୋରାପୁଟ : ଓଡିଶା ଓ ଆନ୍ଧ୍ର ସୀମାନ୍ତ କୋଟିଆରେ ଅନେକ ଦିନ ଧରି ଦୁଇ ରାଜ୍ୟ ମଧ୍ୟରେ ଚକାପଞ୍ଝା ଲାଗି ରହିଛି । କୋଟିଆକୁ ନିଜ ଅକ୍ତିଆରରେ ନେବା ପାଇଁ ଆନ୍ଧ୍ର ସରକାର ପ୍ରାଣପ୍ରାଣେ ଚେଷ୍ଟା ଜାରି…
ଓଡିଶା ଆନ୍ଧ୍ର ସୀମାନ୍ତରେ କ୍ରସର ମାଲିକଙ୍କ ମନମାନି July 7, 2022 ନିର୍ଭୟ ମିଡ଼ିଆ : ପଟ୍ଟାଙ୍ଗି : କୋରାପୁଟ ଜ଼ିଲ୍ଲା ଓଡିଶା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଚାଲିଥିବା କ୍ରସର ମାଲିକଙ୍କ ପାଇଁ ଧାର୍ୟ୍ୟ ହୋଇଥିବା ଗ୍ରାନାଇଟ ପଥରର ପରିମାଣ ଠାରୁ ଅଧିକ ପରିମାଣର ପଥରକୁ କୁଆରୀରେ ପ୍ରୋସେସିଙ୍ଗ କରି ମାଲିକ ମାନେ…
ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୪୨୮ ଆକ୍ରାନ୍ତ ଚିହ୍ନଟ July 7, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ୪ଶହ ଉପରେ ସଂକ୍ରମଣ ଜାରି । ଲଗାତର ଦ୍ୱିତୀୟ ଦିନପାଇଁ ସଂକ୍ରମଣ ୪ ଶହ ପାର ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଲୋକାଲ କେସ୍-…
ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ July 7, 2022 ଏଜେନ୍ସୀ : ଲଣ୍ଡନ : ବ୍ରିଟେନରେ ରାଜନୈତିକ ଘମାସନ ଭିତରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବୋରିସଙ୍କ ୪ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫା ପରେ ଅନେକ ସାଂସଦଙ୍କ ବିରୋଧ ଆଗରେ ବାଧ୍ୟରେ ମୁଣ୍ଡ ନୁଆଁଇଛନ୍ତି ବୋରିସ୍ ।…
ଉଦ୍ଧବଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍କା ଦେଉଛନ୍ତି ସିନ୍ଦେ July 7, 2022 ଏଜେନ୍ସୀ : ପୁନେ : ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପରେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିବାରେ ଲାଗିଛି । ବିଧାୟକଙ୍କ ପରେ ସାଂସଦମାନେ ମଧ୍ୟ ଉଦ୍ଧବଙ୍କ ଶିବିର ଛାଡି ଏକନାଥଙ୍କ କ୍ୟାମ୍ପରେ ସାମିଲ ହେବେ ବୋଲି ଚର୍ଚ୍ଚା…
ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର July 7, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟରେ ଥିବା ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ଜଣଙ୍କ ହେଲେ ଆଶିଷ ଓଝା । ତାଙ୍କ ଘର…
ସାଙ୍ଗର ଜନ୍ମଦିନ ମନାଇବାକୁ ଯାଇ ଆଉ ଫେରିଲେନି ଯୁବକ July 7, 2022 ନିର୍ଭୟ ମିଡ଼ିଆ : ଭଦ୍ରକ : ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଖୁସି ମନରେ ଘରୁ ବାହାରିଥିଲେ । ବୁଲାବୁଲି କରି ଘରକୁ ଫେରିବାକୁ ହୋଇଥିଲା ପ୍ଲାନ୍ । ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ସାଙ୍ଗ ଜନ୍ମ ଦିନରେ…
ଭାରତରେ କରୋନାର ଆଉ ଏକ ସବ୍ଭାରିଏଣ୍ଟ ଚିହ୍ନଟ, ସତର୍କ କରାଇଲା ହୁ’ July 7, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଉପରମୁହାଁ ହେଲାଣି ଭୂତାଣୁ । ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ମାମଲା । ଦୈନିକ ଆକ୍ରାନ୍ତ ସଂଖ୍ୟା ୧୫ ହଜାର ଉପରେ ରହୁଛି । ଏହାରି ଭିତରେ ଭାରତରେ କରୋନାର ଆଉ…