୨୫ରୁ ୩ ଦିନ ଜଳିବ ଓଡ଼ିଶା

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ପ୍ରଚନ୍ଦ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ସେହିଭଳି ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। କେତେକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେବାର…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦିବାସୀ ମେଳା ଉଦଘାଟିତ

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଶନିବାର ଉଦ୍ଘାଟନ କରିଛନ୍ତି। ଏହା ସହିତ ଜନଜାତି ହାଟ ଓ ଜନଜାତି କଳା ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ଭର୍ଚୁଆଲ ଯୋଗେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ସିଲ୍‌ସିଲାଙ୍କ ବୟାନରେ କେତେ ସତ କେତେ ମିଛ

ଭୁବନେଶ୍ୱର(ନିର୍ଭୟ):ନିଜ ବିରୁଦ୍ଧ ରେ ଥିବା ଅଭିଯୋଗ କୁ ଖଣ୍ଡନ କରି ନିର୍ଦୋଷ ବୋଲି ଦାବି କରିଛନ୍ତି ସିଲ୍‌ସିଲା ବେହେରା। ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେବା ଓ ଡ୍ରାଇଭରକୁ ସ୍ୱାମୀ ର ପରିଚୟ ଦେଉଥିବା ସିଲ୍‌ସିଲା ବେହେରା ଏବେ ଖୁବ ଚର୍ଚାରେ…

୩ ମଇଁଷି କୁ ଦଳିଦେଲା ଟ୍ରେନ,ଖଣ୍ଡବିଖଣ୍ଡିତ ହୋଇଗଲା ଶରୀର

ନିର୍ଭୟ : ରାୟଗଡାର ପିତାମହଲ ନିକଟରେ ଥିବା ରେଳ ଟ୍ରାକ ଉପରେ ମଇଁଷିପଲଙ୍କୁ ଦଳିଦେଇଛି ଆଲେପି-ଧାନବାଦ ଏକ୍ସପ୍ରେସ। ସୂଚନା ମୁତାବକ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଦଳେ ମଇଁଷିପଲ ଘର ବାହୁଡା ସମୟରେ ନିତିଦିନିଆ ବାଟଦେଇ ଯାଉଥିବା ବେଳେ ଘଟିଗଲା…

ମାନୁ ନାହାଁନ୍ତି ସଚିନ, ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ପଦ

ନିର୍ବାଚନ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋରଙ୍କୁ ଦଳରେ ଗ୍ରହଣ କରି ଦଳକୁ ପୁଣି ଥରେ ଚଳଚଞ୍ଚଳ କରିବା ଲାଗି କଂଗ୍ରେସ ଏବେ ଚେଷ୍ଟାରେ ଅଛି। ତେବେ ଜାତୀୟ ଦୃଶ୍ୟପଟ୍ଟ ବ୍ୟତୀତ କିଛି ରାଜ୍ୟରେ ତୁରନ୍ତ ଦଳୀୟ ଘମାସାନ ଶେଷ କରିବା ପାଇଁ…

ଗ୍ରାମବାସୀଙ୍କ ଟେକା ମାଡ଼ରେ ଜିଲ୍ଲାପାଳଙ୍କ ଗାଡି କାଚ ଭାଙ୍ଗିଲା

ଶନିବାର ଅପରାହ୍ନରେ କୁଳିଅଣା ବ୍ଲକର ବଡ଼ନୂଆଗାଁଠାରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଗାଡି ଉପରେ ଗ୍ରାମବାସୀ ଟେକାମାଡ଼ କରିଥିଲେ। ଟେକା ମାଡ଼ରେ ଜିଲ୍ଲାପାଳଙ୍କ ଗାଡିର ପଛପାଶ୍ୱର୍ କାଚ ଭାଙ୍ଗି ଯାଇଥିଲେ ମଧ୍ୟ ଜିଲ୍ଲାପାଳ ବିନୀତ ଅକ୍ଷତ ଅଛନ୍ତି। କିଛି ସମୟ ଧରି ଗ୍ରାମବାସୀମାନେ…

ଏଡିଆର୍‌ ସେୟାର କଲା ଚାନ୍ଦା ରିପୋର୍ଟ, ଭାଜପାକୁ ୨୧୨ କୋଟି, କଂଗ୍ରେସ ସମେତ ୧୦ଦଳଙ୍କୁ ମାତ୍ର ୧୯କୋଟି

ଦେଶର ୭ ନିର୍ବାଚନୀ ଟ୍ରଷ୍ଟକୁ ୨୦୨୦-୨୧ ଆର୍ଥିକ ବର୍ଷରେ କର୍ପୋରେଟ୍‌ ଏବଂ ବ୍ୟକ୍ତିଗତ ଚାନ୍ଦା ଭାବେ ମିଳିଛି ୨୫୮.୪୯କୋଟି ଟଙ୍କା। ଏଥିରୁ ୮୨ ପ୍ରତିଶତ ଭାଜପା ଖାତାକୁ ଯାଇଛି। ନିର୍ବାଚନ ସୁଧାର ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌…

ମା କୁ ପିଟିପିଟି ମାରିଦେଲା ପୁଅ

ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ତା ମା’କୁ ପିଟିପିଟି ହତ୍ୟା କରିଥିବା ଦେଖିବାକୁ ମିଳିଛି। ହାଟ ପଡ଼ିଆ ସାହିର ସରୋଜ ନାଏକ ମା ସାଳନ୍ଦୀ ନାଏକଙ୍କୁ ମଦ ପିଇବା ପାଇଁ ୧୦୦ ଟଙ୍କା…

ହନୁମାନ ଚାଳିଶା ବୋଲା ପ୍ରସଙ୍ଗରେ ସାଂସଦଙ୍କ ଘର ଆଗରେ ହଙ୍ଗାମା

ଶନିବାର ଦିନ ସକାଳେ ଶିବସେନାର କର୍ମୀମାନେ ପୁଲିସ୍‌ ବାରିକେଟ୍‌ ଭାଙ୍ଗି ମହାରାଷ୍ଟ୍ରର ବିଧାନସଭା ବିଧାୟକ ରବି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନଭନୀତ ରାଣାଙ୍କ ଘର ଭିତରକୁ ଘୋ’ କରି ପ୍ରବେଶ କରିବାର ଉଦ୍ୟମ କରିଥିଲେ। ଖାର ବାସଭବନରେ ଏହି…

ସାମିଲ ହେବେ କି ଭାଜପାରେ? କଂଗ୍ରେସ ନେତୃତ୍ୱ ଉପରେ ପୁଣିଥରେ ପ୍ରଶ୍ନ ଉଠାଇଲେ ହାର୍ଦ୍ଦିକ

ଗୁଜୁରାଟ କଂଗ୍ରେସ ନେତା ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ପୁଣିଥରେ ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକ ଗୁଜୁରାଟ ଖବରକାଗଜକୁ ସାକ୍ଷାତକାର ଦେବା ଅବସରରେ କଂଗ୍ରେସ ନେତୃବର୍ଗ ଉପରେ ଅସନ୍ତୋଷବ୍ୟକ୍ତ କରିବା ସହ ଭାଜପାର ରଣନୀତିକୁ ପ୍ରଶଂସା କରିଛନ୍ତି।…