ତାଜା ଖବର ରାଜ୍ୟ Election Row in Kendrapada College: କେନ୍ଦ୍ରାପଡ଼ା କଲେଜରେ ଶପଥ ଗ୍ରହଣ ବାତିଲ: ଭୋଟ ଗଣତିରେ ହେରଫେର ଅଭିଯୋଗରେ ABVPର ଧାରଣା October 16, 2026 Papirani
ତାଜା ଖବର ରାଜ୍ୟ Election Row in Kendrapada College: କେନ୍ଦ୍ରାପଡ଼ା କଲେଜରେ ଶପଥ ଗ୍ରହଣ ବାତିଲ: ଭୋଟ ଗଣତିରେ ହେରଫେର ଅଭିଯୋଗରେ ABVPର ଧାରଣା October 16, 2026 Papirani
ତାଜା ଖବର ରାଜନୀତି ରାଜ୍ୟ Odisha CM Extends Birthday Wishes to Naveen: ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 16, 2026 Papirani
ତାଜା ଖବର ରାଜ୍ୟ RD Women’s University Student Union Election: ଅଧରାତିରେ ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଫଳାଫଳ; ବିସିଜେଡିର ବିପୁଳ ବିଜୟ October 16, 2026 Papirani
ତାଜା ଖବର ରାଜ୍ୟ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ପୁଳା ପୁଳା ଟଙ୍କା ଠାବ September 1, 2024 Nirvay ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୮୧ ହଜାର ୩ ଶହ ଟଙ୍କା। କେବଳ ସେତିକି ନୁହେଁ, ତାଙ୍କ ଘରୁ ୩୦ ଭରି ସୁନା ଗହଣା ମିଳିଥିବା ସୂଚନା…
ତାଜା ଖବର ରାଜ୍ୟ ରେଭେନ୍ସା ପ୍ରସଙ୍ଗରେ ଚର୍ଚ୍ଚାର ଆବଶ୍ୟକତା ଅଛି; କେ.ଭି ସିଂଦେଓ September 1, 2024 Nirvay ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ମତ। କିନ୍ତୁ ଏହା ବିତର୍କର ପ୍ରସଙ୍ଗ, ଚର୍ଚ୍ଚାର ଆବଶ୍ୟକତା ଅଛି।
ତାଜା ଖବର ରାଜ୍ୟ ନାଁ ବଡ଼ ନୁହେଁ କାମ ବଡ଼: ସୌମ୍ୟ September 1, 2024 Nirvay ତେଜୁଛି ରେଭେନ୍ସା ରାଜନୀତି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି ନାଁ ବଡ଼ ନୁହେଁ କାମ ବଡ଼ ବୋଲି କହିଲେ। ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛନ୍ତି। ନାଁ ପରିବର୍ତ୍ତନ କଲେ ଚରିତ୍ର ବଦଳେନି କି…
ତାଜା ଖବର ରାଜ୍ୟ ଦୁର୍ଗାପୂଜା ଭସାଣିରେ ଡିଜେ ମନା September 1, 2024 Nirvay କଟକ ଦୁର୍ଗାପୂଜା ଭସାଣିରେ ଡିଜେ ମନା। ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ ବୋଲି ପୋଲିସ କମିଶନର କହିଛନ୍ତି। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ କମିଶନରେଟ ପୋଲିସଙ୍କ ସୂଚନା । ପୂର୍ଵରୁ ଗଣେଶ ପୂଜା ଭସାଣିରେ ବି…
ତାଜା ଖବର ରାଜନୀତି ରାଜ୍ୟ ରେଭେନ୍ସା ପ୍ରସଙ୍ଗ; ବିଜେଡିକୁ କାଉଣ୍ଟର କଲା ବିଜେପି September 1, 2024 Nirvay ରେଭେନ୍ସା ପ୍ରସଙ୍ଗରେ ବିଜେଡିର ଲେନିନ ମହାନ୍ତି ଧର୍ମେନ୍ଦ୍ରଙ୍କ ଉପରେ ବର୍ଷୀବା ପରେ ବିଜେଡିକୁ କଡା ସମାଲୋଚନା କରିଛି ବିଜେପି। ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। କେତେ ଦିନ ଧରି ଉପନିବେଶବାଦର ଲିଗାସି…
ତାଜା ଖବର ରାଜନୀତି ରାଜ୍ୟ ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳିବା ପ୍ରସଙ୍ଗ; କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେଡି September 1, 2024 Nirvay ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବ୍ୟାଙ୍କ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଲେନିନ ମହାନ୍ତି। ସେ କହିଛନ୍ତି ରେଭେନ୍ସା ଓଡ଼ିଶାର ଗର୍ବ ଓ ଗୌରବ।ସମସ୍ତ ଅଭିଭାବକଙ୍କର ଆଶା ଥାଏ ତାଙ୍କ ପିଲା ରେଭେନ୍ସାରେ ପାଠ…
ତାଜା ଖବର ରାଜ୍ୟ ଛତ୍ରପୁର ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ September 1, 2024 Nirvay ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଟିମ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା। ଛତ୍ରପୁର ଅଫିସ୍ ସମେତ ବ୍ରହ୍ମପୁରର ୩ଟି ଓ ପୋଲସରାର ୨ଟି…
ତାଜା ଖବର ରାଜ୍ୟ ରାଜଧାନୀରୁ ବିପୁଳ ବନ୍ୟପ୍ରାଣୀ ଅଙ୍ଗ ଜବତ September 1, 2024 Nirvay ରାଜଧାନୀରୁ ବିପୁଳ ପରିମାଣର ବନ୍ୟପ୍ରାଣୀ ଅଙ୍ଗ ଜବତ ହୋଇଛି। ରାଜଧାନୀର ଏକ ଦୋକାନରୁ ବଜ୍ରକାପ୍ତା କାତି ଜବତ ହୋଇଛି। ରାଜସ୍ବ ଗୁଇନ୍ଦା ବିଭାଗ ଚଢ଼ଉ କରି ଜବତ କରିଛି। ବଜ୍ରକାପ୍ତା କାତି ସହ କସ୍ତୁରୀ ମୃଗର କସ୍ତୁରୀ, ଶାମୁକା, କଉଡ଼ି ଜବତ…
ତାଜା ଖବର ରାଜ୍ୟ ନିମାପଡ଼ା ଓ ଡେଲାଙ୍ଗକୁ ବ୍ୟାପିଲା ବାର୍ଡ ଫ୍ଲୁ September 1, 2024 Nirvay ପୁରୀ ଜିଲ୍ଲାର ପିପିଲି ଓ ସତ୍ୟବାଦୀ ପରେ ଏବେ ନିମାପଡ଼ାକୁ ବ୍ୟାପିଛି ବାର୍ଡ ଫ୍ଲୁ। ନିମାପଡ଼ାର କୋଠ କୋସଙ୍ଗ ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମାରିବାକୁ ପ୍ରସ୍ତୁତି ଚାଲିଛି। ୪୦ ଜଣିଆ ରାପିଡ ରେସପନ୍ସ…
ତାଜା ଖବର ରାଜ୍ୟ ଦଳୀୟ ଅନୁଶାସନ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ହେବ September 1, 2024 Nirvay ଭୁବନେଶ୍ବରରେ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର। ବିଜେପିରୁ ସୁନୀତି ମୁଣ୍ଡଙ୍କୁ ନିଲମ୍ବନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଦଳରେ ବିଶୃଙ୍ଖଳା କରି ଦଳୀୟ ଅନୁଶାସନ ଯିଏ ଭଙ୍ଗ କରିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଜେପି ସଂକଳ୍ପ ପତ୍ରରେ ଯାହା ଯାହା କହିଥିଲା…