ପାକିସ୍ତାନୀ ଡଙ୍ଗାରୁ ଜବତ ହେଲା ୨୮୦କୋଟି ଟଙ୍କାର ହେରୋଇନ

ସମୁଦ୍ରତଟ ଦେଇ ଭାରତ ଭିତରକୁ ନିୟମିତ ଭାବେ ବିଦେଶୀ ଶକ୍ତି ଗୁଡ଼ିକ ଚୋରାରେ ମାଦକ ଦ୍ରବ୍ୟ ପଠାଇ ଚାଲିଛନ୍ତି। ତାହାକୁ ରୋକିବା ପାଇଁ ଆମ ସୁରକ୍ଷାବଳ କରୁଛନ୍ତି ଜୋରଦାର ପ୍ରୟାସ। ସେହି ଜାଗ୍ରତା କାରଣରୁ ବଡ଼ ସଫଳତା ମିଳିଛି। ଭାରତୀୟ ତଟରକ୍ଷୀବାହିନୀ…

ଦିନ ବେଳା ବିଜୁଳିକାଟ୍‌ ନ କରିବାକୁ ବିତରଣକାରୀ ସଂସ୍ଥାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏପରି ସ୍ଥିତିରେ ଦିନବେଳା ଅଘୋଷିତ ବିଜୁଳିକାଟ ନ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବିତରଣକାରୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ଲୋକସେବା ଭବନରେ…

ୟେଦିରପ୍ପାଙ୍କ ନାଁ ରେ ନାମିତ ହେବନି ବିମାନବନ୍ଦର

କର୍ଣ୍ଣାଟକର ଶିବମୋଗା ଠାରେ ନିର୍ମିତ ହେଉଥିବା ବିମାନବନ୍ଦରଟିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିରପ୍ପାଙ୍କ ନାମରେ ନାମିତ ହେବ ବୋଲି ଘୋଷଣା ହୋଇସାରିଥିଲା। ଗତ ୨୦ତାରିଖ ଦିନ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ଗୋମାଇ ନିର୍ମାଣ କାମର ତଦାରଖ କରିବା ପରେ ୟେଦିରପ୍ପାଙ୍କ ନାମରେ…

ବେଜିଂର ୩.୫ ମିଲିୟନ୍‌ ଲୋକଙ୍କ କୋଭିଡ ଟେଷ୍ଟ ଆରମ୍ଭ

ଚୀନର ରାଜଧାନୀ କ୍ଷେତ୍ରରେ ସୋମବାର ଠାରୁ ଆରମ୍ଭ ହୋଇଛି ତିନିଦିନିଆ ମହା କୋଭିଡ ଟେଷ୍ଟ ବେଜିଂ ସହରର ୩.୫ ମିଲିୟନ୍‌ ଲୋକଙ୍କର କୋଭିଡ ଟେଷ୍ଟ ଏହି ତିନି ଦିନ ମଧ୍ୟରେ କରାଯିବ। ସହରର କିଛି ଅଞ୍ଚଳରେ ନୂଆ କୋଭିଡ ସଂକ୍ରମଣ ଶନି…

ଖରାଛୁଟି ପରେ ଧାରା-୩୭୦ ଉପରେ ଶୁଣାଣି

ଜମ୍ମୁ ଓ କାଶ୍ମୀରକୁ ବିଶେଷ କ୍ଷମତା ପ୍ରଦାନ କରୁଥିବା ଧାରା-୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରାଇସାରିଛନ୍ତି। ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଏହା ଲାଗୁ ମଧ୍ୟ ହୋଇସାରିଲାଣି ପ୍ରାୟ ୩ ବର୍ଷ ହେବ। ସେହି ଧାରା-୩୭୦ ଉଚ୍ଛେଦ ବିରୋଧରେ…

ବସରେ ନିଆଁ ଲଗାଇଲେ ନକ୍ସଲ

ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଘରୋଇ ବସରେ ନକ୍ସଲମାନେ ନିଆଁ ଲଗାଇଦେଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ଶତାଧିକ ନକ୍ସଲ କଣ୍ଟା ଏବଂ କୁଟୁରଠାରେ ରାସ୍ତା ଅବରୋଧ…

ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ସାହିତି୍ୟକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଆଉ ନାହାନ୍ତି। ରବିବାର ରାତିରେ ୮୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ପଦ୍ମଶ୍ରୀ ସମ୍ମାନ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ, ସାରଳା ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ପାଟଦେଈ,…

ସୌଭାଗ୍ୟ ଯୋଜନାରେ କେଳେଙ୍କାରୀ : ନିର୍ବାହୀ ଯନ୍ତ୍ରୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଧର୍ମଶାଳା ବିଦୁ୍ୟତ୍ ଉପଖନ୍ଦରେ ସୌଭାଗ୍ୟ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଚର୍ଚ୍ଚାର ବିଷୟ ପାଲଟିଛି। ବହୁ ବିତ୍ତଶାଳୀ ସ୍ୱଚ୍ଛଳ ବର୍ଗର ଲୋକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ସହାୟତାରେ ଏହି ଯୋଜନା ହାତେଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି। ସମସ୍ତ ତଥ୍ୟ…

ଝିଅର ଶାଶୁ ଘରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇଲା ଭ୍ୟାନ ,୨୫ ରୁ ଅଧିକ ଆହତ

ନବରଙ୍ଗପୁର(ନିର୍ଭୟ): ଝିଅ ବାହାଘର ପରେ ନୂଆ ବନ୍ଧୁ ଘର ବୁଲିବାକୁ ଯାଇ ଫେରିବା ବାଟରେ ଭାରସାମ୍ୟ ହରାଇଲା ଭ୍ୟାନ ହୋଇଯାଇଥିଲା ଦୁର୍ଘଟଣା। ଝିଅ ବାହାଘର ପରେ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡାରୁ ପରିବାର ଲୋକ ଓ ବନ୍ଧୁବାନ୍ଧବ ଓ ସାଇପଡୋସୀ ମିଶି…

ପାରା ଚୋରି ପାଇଁ ଏନଫୋର୍ସ ମେଣ୍ଟ ଅଧିକାରୀଙ୍କ ଘରେ ବୋମା ମାଡ଼

ପୁରୀ (ନିର୍ଭୟ): ଏନଫୋର୍ସ ମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିବା ବେଳେ ତାଙ୍କ ଝିଅ ଆହତ ହୋଇଛନ୍ତି। ସୂଚନା ମୁତାବକ ଏମନ୍ତି ଘଟଣା ଘଟିଛି ପୁରୀ ଜିଲ୍ଲା ର କୁମ୍ଭାର ପଡ଼ା ଥାନା ଅନ୍ତର୍ଗତ। କାଶୀନାଥ…