ଆସନ୍ତା ୮ ଓ ୯ ତାରିଖରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ୱାରା ହେବାକୁ ଥିବା ପରୀକ୍ଷା ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ହୋଇଛି । ଓଡ଼ିଶା ପୋଲିସର ଗୃପ ବି ପଦବୀ ନିମନ୍ତେ ମିଳିତ ନିଯୁକ୍ତି ପରୀକ୍ଷା ୨୦୨୫ର ଲିଖିତ ପରୀକ୍ଷା ସ୍ଥଗିତ ହୋଇଛି । ସୂଚନା ଅନୁଯାୟୀ ମାର୍ଚ୍ଚ ୯ରେ ରେଲୱେ କନଷ୍ଟେବଲ ପରୀକ୍ଷା ହେବାକୁ ଅଛି । Post navigation ଜନଶୁଣାଣିରେ ବାଲଡା ନାଗେଶ୍ୱରୀ ପାହାଡ଼ରେ ଖଣି ଖନନକୁ ବିରୋଧ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପଦରୁ ବିଦା ହେଲେ ମନ୍ଦାକିନୀ କର