Inventory of inner Ratna Bhandar of Jagannath temple to begin from Monday
ଆଜି ଶ୍ରୀମନ୍ଦିର ପରିଚାଳନା ପାଇଁ ୧୦ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । କମିଟି ଗଠନ ହେବା ନେଇ ଆଇନ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ୧୦ ଜଣ ସଦସ୍ୟ ଏହି କମିଟିରେ ସ୍ଥାନ ପାଇଛନ୍ତି । ଏଥିରେ ଗୁଜରାଟ କ୍ୟାଡର ପୂର୍ବତନ ଆଇଏଏସ ଅଧିକାରୀ ଗିରୀଶ ମୁର୍ମୁ ମଧ୍ୟ ସ୍ଥାନ ପାଇଛନ୍ତି ।
 
ସେହିଭଳି ମୁକ୍ତିମଣ୍ଡପ ପ୍ରତିନିଧି ସିଦ୍ଧେଶ୍ୱର ମହାପାତ୍ର, ସେବକ ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂହାରୀ, ସେବକ ପ୍ରତିନିଧି ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସମହାପାତ୍ର, ରାମନାରାୟଣ ଗୋଚ୍ଛିକାର, ଚାଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ଏବଂ ପରିଚାଳନା କମିଟିରେ ମହେଶ କୁମାର ସାହୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ଥାନ ପାଇଛନ୍ତି । ରଘୁବୀର ଦାସମହାରାଜ ମଠ ପ୍ରତିନିଧି ଭାବେ ସ୍ଥାନ ପାଇଛନ୍ତି ।
Odisha Govt nominates 10 members to Jagannath Temple committee

By Nirvay

Leave a Reply

Your email address will not be published. Required fields are marked *