ମେଣ୍ଟ ଚର୍ଚ୍ଚାକୁ ନେଇ ଜୋର ଧରିଛି ରାଜନୀତି। କେ ଦିଲ୍ଲୀରେ ବୈଠକ ତ କେବେ ଓଡ଼ିଶାରେ। ଏହି ସବୁ ଭିତରେ ଜନତା ଅପେକ୍ଷାରେ। ଏହି ଭିତରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ବୈଠକ ବସିଛି। ଏହି ବୈଠକରେ ପ୍ରଭାରୀ ବିଜୟପାଲ୍‌ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ସାମିଲ ହୋଇଛନ୍ତି। ଏହା ସହ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ବୈଠକରେ ସାମିଲ ଅଛନ୍ତି

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *