ଖୋର୍ଦ୍ଧା; ଖୋର୍ଦ୍ଧାରୁ ବିଜେପିର ପୂର୍ଵତନ ବିଧାୟକ କାଳୁ ଖଣ୍ଡାୟତରାୟ ଆଜି ଇସ୍ତଫା ଦେଇଛନ୍ତି । ବିଜେପିରୁ ଟିକେଟ ନ ମିଳିବାରୁ ସେ ଦଳ ଛାଡିଛନ୍ତି ବୋଲି ସାମ୍ବାଦିକ ସମ୍ମିଳ୍ଳନୀ କରି କହିଛନ୍ତି । ଏହା ସହ ସେ ଖୋର୍ଦ୍ଧାରୁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି । କାଳୁଙ୍କ ସହ ତାଙ୍କର ଶତାଧିକ ସମଥର୍କ ମଧ୍ୟ ଇସ୍ତଫା ଦେଇଛନ୍ତି ।

 

By SonaliP

Leave a Reply

Your email address will not be published. Required fields are marked *