ଝାରସୁଗୁଡ଼ାରେ ଦ୍ୱିତୀୟ ଦିନରେ ଚାଲିଛି ଆୟକର ଟିମର ଚଢ଼ାଉ।ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ PAଙ୍କ ଘରେ ହେଉଛି ରେଡ୍। ବିଶାଳ ବ୍ୟକ୍ତିଗତ ସହାୟକ ଆଶିଷ ଦାସଙ୍କ କୋଲାବିରା ଘରେ ରେଡ୍‌ ଚାଲିଛି। ୨ ଜଣିଆ ଆୟକର ଟିମ ପକ୍ଷରୁ ଚାଲିଛି ଖୋଳତାଡ଼। ତେବେ ଶୁକ୍ରବାର ୪ ଘଣ୍ଟାର ପଚରାଉଚରା ପରେ ବିଶାଳଙ୍କୁ ଛାଡ଼ିଥିଲା ଆଇଟି ଟିମ୍। କାଲି ବିଶାଳଙ୍କ ଆଉ କିଛି ଅଫିସ୍ କର୍ମଚାରୀଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା।

By Nirvay

Leave a Reply

Your email address will not be published. Required fields are marked *