ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ବିଜେଡି ଅଡ଼ୁଆରେ ପଡ଼ିଛି । କର୍ପୋରେଟର ଅମରେଶ ଜେନା (ବାଇଆଁ) ନିଜ ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି ।

ବିଧାୟକ ଅନନ୍ତ ଜେନାଙ୍କ ବିରୋଧରେ ନବୀନ ନିବାସରେ ଫେରାଦ ହେଲେ ୪୫ରୁ ଅଧିକ ପୂର୍ବତନ କର୍ପୋରେଟର ଓ କର୍ମୀ । ଅମରେଶ ଜେନାଙ୍କୁ ଟିକଟ ଦେବା ଲବିରେ ଫେରାଦ ହେଲେ ବିଜେଡି କର୍ମୀ ।

କେବଳ ଅମରେଶ ଜେନାଙ୍କ ପାଇଁ ହିଁ ସମର୍ଥନ ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *