ଯାଜପୁର ଟାଉନରେ ଜଣେ ଠିକାଦାରଙ୍କ ଘରେ IT ରେଡ୍ ହେଉଥିବା ସୂଚନା ମିଳିଛି। ବିଦ୍ୟୁତ ବିଭାଗ ଠିକାଦାର ଧରଣୀ ସାହୁଙ୍କ ଘରେ ସକାଳୁ IT ରେଡ୍ ଚାଲିଥିବା ସୂଚନା ମିଳିଛି।ଠିକାଦାରଙ୍କ ଯାଜପୁର ପୈାରପାଳିକା ହାଟପାଟଣା ସ୍ଥିତ ଘରେ ରେଡ୍ ହେଉଛି। ଚଢାଉରେ ଆୟକର ବିଭାଗର ୭ ଜଣିଆ ଟିମ୍ ସାମିଲ ହୋଇଥିବା ବେଳେ କେଉଁ କାରଣରୁ ଆୟକର ବିଭାଗ ଚଢ଼ାଉ କରିଛି ତାହା ଅସ୍ପଷ୍ଟ ଅଛି। Post navigation ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଏମ୍ସରେ ପହଞ୍ଚିଛନ୍ତି ଆଇପିଏସ ଆଶିଷ ସିଂହ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି