ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କରିଛି ୨ ସହରର ତାପମାତ୍ରା। ଭୁବନେଶ୍ବର ଓ ବାଲେଶ୍ୱରର ତାପମାତ୍ରା ୪୦.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଆଜି ଦିନ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା-

ଭୁବନେଶ୍ୱର: 43.6°C*

ଝାରସୁଗୁଡା: 42.6°

ବାଲେଶ୍ୱର: 42.2°C*

ସମ୍ବଲପୁର: 41.7°C

ହୀରାକୁଦ: 41.4°C

ଚାନ୍ଦବାଲି: 41.2°C

କେନ୍ଦୁଝର: 40.9°C

ରାଉରକେଲା: 40.2°C

ପାରାଦ୍ୱୀପ: 36.3°C

ପୁରୀ : 35°C

ଗୋପାଳପୁର: 34.8°C

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *